Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
No video available

ଉତ୍ତରା ପୋଲିସ ଷ୍ଟେସନ: ଧଉଳି ଥାନା ହାତୀ ପାର୍କରେ ହୋଟେଲ ମାଲିକ ଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ

Uttara PS, Khordha | May 1, 2025
ଧଉଳି ଥାନା ହାତୀ ପାର୍କରେ ହୋଟେଲ ମାଲିକ ଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ | ଧଉଳି ଥାନା ହାତୀ ପାର୍କରେ ହୋଟେଲ ମାଲିକ ଙ୍କୁ ଆକ୍ରମଣ | ଆଜି 8.45ରେ ଥାନାରେ ଅଭିଯୋଗ ପରେ ପୋଲିସର ଛାନ ବିନ | ନିଜ ପିଲାଙ୍କୁ ପାର୍କ କୁ ବୁଲେଈ ନେଇଥିଲେ, ସେହି ସମୟରେ ହୋଟେଲ ମାଲିକ ରାଜକିଶୋର ମାଲିକଙ୍କୁ ଆକ୍ରମଣ ହୋଇଛି | ଏନେଇ ଧଉଳି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରୁଛି ପୋଲିସ | ଏହି ଘଟଣାରେ ସମ୍ପୃକ୍ତି 3ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ | ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଏବଂ ଦେହରେ ଗଭୀର କ୍ଷତ ହୋଇଛି |

MORE NEWS