Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଜୟପୁର ପୌର ପ୍ରଶାସନ ଏସବୁ କେବେ ଦେଖିବ ? ସାମାନ୍ୟ ବର୍ଷା ହେଲେ ହାଟପଦା ଅଞ୍ଚଳରେ ନର୍ଦ୍ଦମା ପାଣି ଘରେ ପଶୁଛି। ସବୁ ବେଳେ ଏମିତି ପରିସ୍ଥିିତି।

Koraput Town, Koraput | Jun 27, 2026

MORE NEWS

#କୋରାପୁଟ_ରୁ_ବିହାର_ଗଞ୍ଜେଇ_ଚୋରା_ଚଲାଣ_ହେଉଥିବା_ବେଳେ_ମାଡି_ବସିଲା_କୋରାପୁଟ_ରେଲୱେ_ପୋଲିସ

#କୋରାପୁଟ_ରୁ_ବିହାର_ଗଞ୍ଜେଇ_ଚୋରା_ଚଲାଣ_ହେଉଥିବା_ବେଳେ_ମାଡି_ବସିଲା_କୋରାପୁଟ_ରେଲୱେ_ପୋଲିସ

Koraput Town, Koraput | Jun 27, 2026

କୋରାପୁଟ ରେଳ ଷ୍ଟେସନରେ ୧୧ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ମହିଳା ଗିରଫ

ବିଶ୍ୱସ୍ତ ସୂଚନା ଆଧାରରେ ଟ୍ରେନ୍‌ରେ ବିହାର ଯିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ସୁଟକେସ୍‌ରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।

ଗିରଫ ମହିଳା ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ସୁନୈନା ଦେବୀ ବୋଲି ରେଲୱେ ପୋଲିସ ସୂଚନା ଦେଇଛି।

ଏହି ଗଞ୍ଜେଇ କେଉଁ ଅଞ୍ଚଳରୁ ଆସିଥିଲା ଏବଂ ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ରେଲୱେ ପୋଲିସ ଅଧିକ ତଦନ୍ତ ଚଳାଇଛି।

ଖବର ଆମର, ମତାମତ ଆପଣଙ୍କର।

#Koraput #RailwayPolice #GanjaSeized #BreakingNews #OdishaNews #bihar

କୋରାପୁଟ ରେଳ ଷ୍ଟେସନରେ ୧୧ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ମହିଳା ଗିରଫ ବିଶ୍ୱସ୍ତ ସୂଚନା ଆଧାରରେ ଟ୍ରେନ୍‌ରେ ବିହାର ଯିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ସୁଟକେସ୍‌ରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଗିରଫ ମହିଳା ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ସୁନୈନା ଦେବୀ ବୋଲି ରେଲୱେ ପୋଲିସ ସୂଚନା ଦେଇଛି। ଏହି ଗଞ୍ଜେଇ କେଉଁ ଅଞ୍ଚଳରୁ ଆସିଥିଲା ଏବଂ ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ରେଲୱେ ପୋଲିସ ଅଧିକ ତଦନ୍ତ ଚଳାଇଛି। ଖବର ଆମର, ମତାମତ ଆପଣଙ୍କର। #Koraput #RailwayPolice #GanjaSeized #BreakingNews #OdishaNews #bihar

Koraput Town, Koraput | Jun 27, 2026