Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
usr57578015
#jeypore ଜୟପୁର-ଅସଡ଼ାଏ ବର୍ଷା ରେ ବେହାଲ ଜୟପୁର ସହର।ଡ୍ରେନେଜ ବ୍ୟବସ୍ତା ସଠିକ ନଥିବାରୁ ରାଜପଥ ଉପରେ ଲହଡି ମାରୁଛି ବର୍ଷା ଜଳ।
Koraput Town, Koraput
| Jun 27, 2026
#jeypore
MORE NEWS
#ବର୍ଷା_ରେ_ବେହାଲ_କୋରାପୁଟ_ସହର_ପୌର_ପାଳିକାର_କାର୍ଯ୍ୟ_ଦକ୍ଷତା_କୁ_ନେଇ_ପ୍ରଶ୍ନ
Koraput Town, Koraput | Jun 27, 2026
ଅସରାଏ ବର୍ଷାରେ ବେହାଲ କୋରାପୁଟ! ପ୍ରବଳ ବର୍ଷାରେ କୋରାପୁଟ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଘର ଓ ସରକାରୀ କାର୍ଯ୍ୟାଳୟରେ ପାଣି ପଶିଥିବା ବେଳେ ଅଗ୍ନିଶମ ବିଭାଗ ଉଦ୍ଧାର ଓ ପାଣି ନିଷ୍କାସନ କାର୍ଯ୍ୟରେ ଲାଗିପଡ଼ିଛି। 📹 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଓ ଆପଣଙ୍କ ଅଞ୍ଚଳର ସ୍ଥିତି କମେଣ୍ଟରେ ଜଣାନ୍ତୁ। #Koraput #HeavyRain #RainAlert #KoraputNews #Odisha #Monsoon #BreakingNews #OpenLensNews #KoraputLive #WeatherUpdate
Koraput Town, Koraput | Jun 27, 2026
#କୋରାପୁଟ_ରୁ_ବିହାର_ଗଞ୍ଜେଇ_ଚୋରା_ଚଲାଣ_ହେଉଥିବା_ବେଳେ_ମାଡି_ବସିଲା_କୋରାପୁଟ_ରେଲୱେ_ପୋଲିସ
Koraput Town, Koraput | Jun 27, 2026
କୋରାପୁଟ ରେଳ ଷ୍ଟେସନରେ ୧୧ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ମହିଳା ଗିରଫ ବିଶ୍ୱସ୍ତ ସୂଚନା ଆଧାରରେ ଟ୍ରେନ୍ରେ ବିହାର ଯିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ସୁଟକେସ୍ରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଗିରଫ ମହିଳା ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ସୁନୈନା ଦେବୀ ବୋଲି ରେଲୱେ ପୋଲିସ ସୂଚନା ଦେଇଛି। ଏହି ଗଞ୍ଜେଇ କେଉଁ ଅଞ୍ଚଳରୁ ଆସିଥିଲା ଏବଂ ଏହି ଚୋରାଚାଲାଣ ରାକେଟ୍ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ରେଲୱେ ପୋଲିସ ଅଧିକ ତଦନ୍ତ ଚଳାଇଛି। ଖବର ଆମର, ମତାମତ ଆପଣଙ୍କର। #Koraput #RailwayPolice #GanjaSeized #BreakingNews #OdishaNews #bihar
Koraput Town, Koraput | Jun 27, 2026