Public App Logo
Profile Picture

City Khabar Bhadrak

@citykhabarbhadrak
99Followers
31Following
ଭଦ୍ରକ: ଦିବଙ୍ଗତ ଜନନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଦେଲେ ଶ୍ରଦ୍ଧାଞ୍ଜଳି।

<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଦିବଙ୍ଗତ ଜନନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ, ବିଷ୍ଣୁ ସେଠୀ ସ୍ମୃତି ସଂସଦ ପକ୍ଷରୁ ଏକ ପୁସ୍ତକ ଉନ୍ମଚନ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଅସୁରାଳୀ ରେ ଗଣେଶଙ୍କ ବିଶ୍ଵର୍ଜନ ଶୋଭାଯାତ୍ରା, ଅତି ନିଆରା ଢଙ୍ଗରେ ପାଳନ। ମୋଟ ୧୧ଟି ମେଢ଼ ଭଷାଣୀ ଉତ୍ସବ ରେ ସାମିଲ ହୋଇଥିଲେ । ଆସୁରାଲି ବଜାର ବଣିକ ସଂଘ ପକ୍ଷରୁ ସମସ୍ତ ମେଢ଼ କମିଟି ଙ୍କୁ ସ୍ଵାଗତ ଜଣାଇଥିଲେ କମିଟିର ସଦସ୍ୟ ମାନେ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଅସୁରାଳି ରେ ଗଣେଶଙ୍କ ବିଶ୍ଵର୍ଜନ ଶୋଭାଯାତ୍ରା, ଅତି ନିଆରା ଢଙ୍ଗରେ ପାଳନ। ମୋଟ ୧୧ଟି ମେଢ଼ ଭଷାଣୀ ଉତ୍ସବ ରେ ସାମିଲ ହୋଇଥିଲେ । ଆସୁରାଲି ବଜାର ବଣିକ ସଂଘ ପକ୍ଷରୁ ସମସ୍ତ ମେଢ଼ କମିଟି ଙ୍କୁ ସ୍ଵାଗତ ଜଣାଇଥିଲେ କମିଟିର ସଦସ୍ୟ ମାନେ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
Video 4
ଭଦ୍ରକ: ଅସୁରାଳି ରେ ଗଣେଶ ବିଶ୍ଵର୍ଜନ ଶୋଭାଯାତ୍ରା, ଅତି ନିଆରା ଢଙ୍ଗରେ ପାଳନ। ମୋଟ ୧୧ଟି ମେଢ଼ ଭଷାଣୀ ଉତ୍ସବ ରେ ସାମିଲ ହୋଇଥିଲେ ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ସ୍ତ୍ରୀ କରିବେ ରାଜସ୍ୱ ଚାକିରୀ ସ୍ବାମୀ କରିବେ ରାଜୁତି।<nis:link nis:type=tag nis:id=ଲାଞ୍ଚ_ମାଗିବା_ଘଟଣା_ଗଣିଜାଙ୍ଗ_ri_ବହିସ୍କାର_ଦାବି, nis:value=ଲାଞ୍ଚ_ମାଗିବା_ଘଟଣା_ଗଣିଜାଙ୍ଗ_RI_ବହିସ୍କାର_ଦାବି, nis:enabled=true nis:link/> 
ବନ୍ତ ତହସିଲ ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ ଅଧିକାରିଣୀ ସସ୍ମିତା ମହାପାତ୍ରଙ୍କ ସ୍ବାମୀ ଚାଷୀଙ୍କ ଠାରୁ ମିଛ ଜଳକର ଫାଇନ କହି ଲାଞ୍ଚ ମାଗିବା ଭିଡିଓ ଭାଇରଲ ପରେ କାର୍ଯ୍ୟାନୁଷ୍ଠାନ ଦାବି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଛନ୍ତି ଚାଷୀ। ଗଣିଜାଙ୍ଗ ପଞ୍ଚାୟତର ଚାଷୀ ବାବୁଲି ବିଶ୍ଵାଳଙ୍କୁ ଲାଞ୍ଚ ମାଗୁଛନ୍ତି ଗଣିଜାଙ୍ଗ ପଞ୍ଚାୟତ ରାଜସ୍ୱ ନିରୀକ୍ଷକଙ୍କ ସ୍ବାମୀ। ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ରାଜସ୍ୱ ନିରୀକ୍ଷକା ସସ୍ମିତା ମହାପାତ୍ରଙ୍କ ବିରୋଧ ରେ ଚାଷୀଙ୍କ ଅଭିଯୋଗ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ଲାଞ୍ଚ_ମାଗିବା_ଘଟଣା_ଗଣିଜାଙ୍ଗ_ri_ବହିସ୍କାର_ଦାବି, nis:value=ଲାଞ୍ଚ_ମାଗିବା_ଘଟଣା_ଗଣିଜାଙ୍ଗ_RI_ବହିସ୍କାର_ଦାବି, nis:enabled=true nis:link/> 
 <nis:link nis:type=tag nis:id=ଭିନ୍ନକ୍ଷମ_ଚାଷୀଙ୍କୁ_ri_ଙ୍କ_ସ୍ବାମୀ_ମାଗୁଥିଲେ_ଲାଞ୍ଚ, nis:value=ଭିନ୍ନକ୍ଷମ_ଚାଷୀଙ୍କୁ_RI_ଙ୍କ_ସ୍ବାମୀ_ମାଗୁଥିଲେ_ଲାଞ୍ଚ, nis:enabled=true nis:link/> ରାଜସ୍ୱ ନିରୀକ୍ଷକ ସସ୍ମିତା ମହାପାତ୍ରଙ୍କ ସ୍ବାମୀ ଚାଷୀଙ୍କ ଠାରୁ ମିଛ ଜଳକର ଫାଇନ ପକାଇ ଲାଞ୍ଚ ମାଗିବା ଭିଡିଓ ଭାଇରଲ ପରେ କାର୍ଯ୍ୟାନୁଷ୍ଠାନ ଦାବି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଛନ୍ତି ଚାଷୀ। ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଚାଷୀ ବାବୁଲି ବିଶ୍ଵାଳଙ୍କୁ ଲାଞ୍ଚ ମାଗୁଛନ୍ତି ଗଣିଜାଙ୍ଗ ପଞ୍ଚାୟତ ରାଜସ୍ୱ ନିରୀକ୍ଷକଙ୍କ ସ୍ବାମୀ। ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ରାଜସ୍ୱ ନିରୀକ୍ଷକା ସସ୍ମିତା ମହାପାତ୍ରଙ୍କ ବିରୋଧ ରେ ଚାଷୀଙ୍କ ଅଭିଯୋଗ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=୬କେଜି_ଗଞ୍ଜେଇ_ଜବତ, nis:value=୬କେଜି_ଗଞ୍ଜେଇ_ଜବତ, nis:enabled=true nis:link/> ଭଣ୍ଡାରିପୋଖରୀ ଥାନା ଅଧିକାରିଣୀଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଗୋଟେ ଦିନ ପୂର୍ବରୁ ଜବତ ଗଞ୍ଜେଇ ଜବତର ସର୍ବ ସମ୍ମୁଖରେ ସିଜ କରିବା, ସାମ୍ବାଦିକଙ୍କୁ ଭିଡିଓ ନକରିବାକୁ ବାରଣ କରିବା କେତେଦୂର ଯୁକ୍ତି ଯୁକ୍ତ ଏହା ପଛରେ କାରଣ କଣ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ବ୍ରାଉନ ସୁଗାର ଜବତ ଦୁଇ ଗିରଫ। ଜଣେ ସୁଲତାନ ଖାଁନ୍ ଆଉ ଜଣେ ସାଦହବ କାଦ୍ରି  ୧୩.୫ ଗ୍ରାମ ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ ବୁଲେଟ ଗାଡ଼ି ଜବତ।  ଭଦ୍ରକ ସହରାଞ୍ଚଳ ପୋଲିସ ଦ୍ବାରା ଆଜି ବସ ଷ୍ଟାଣ୍ଡ ନିକଟରୁ ଧରଜାଇଚି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ସେବା ସଂକଳ୍ପ ଅଭିଯାନ, ଭଦ୍ରକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ। 
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
Video 11
ଭଦ୍ରକ ପାଇଁ ଗୌରବ ଆଣିଲେ ନାଜିବ ଅଖତର ,
WPC ରେ ରାଜ୍ୟ ଜୁନିଅର କେଟୋଗୋରି ପ୍ରଥମ ସ୍ଥାନ ସହ ଗୋଲଡ ମେଡାଲ ନେଇ ଭଦ୍ରକ ପାଇଁ ଗର୍ବ ଆଣିଲେ । 

ଭଦ୍ରକ: ପାରାକୁ ଭଲ ପାଉଥିବା ମଣିଷ, ପ୍ରତିଦିନ ଓଟି ମାର୍କେଟ ଆସନ୍ତି ବିଭିନ୍ନ ଆଡୁ ପାରା ।  ବ୍ୟବସାୟୀ ଭଗତ ଗୁପ୍ତା ତାଙ୍କୁ ଗହମ ଦିଅନ୍ତି ଖାଇବା ପାଇଁ।

ଭଦ୍ରକ: ଜିଲ୍ଲା କାର୍ଯ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ନେଇ ସାମ୍ବାଦିକ ସମ୍ମିଳନୀ।

ଭଦ୍ରକ: <nis:link nis:type=tag nis:id=ରାସ୍ତା_ଅବରୋଧ_ହଟାଇବା_ନେଇ_ଉତ୍ତେଜନା, nis:value=ରାସ୍ତା_ଅବରୋଧ_ହଟାଇବା_ନେଇ_ଉତ୍ତେଜନା, nis:enabled=true nis:link/> ଭଦ୍ରକ ଚାରି ଘରିଆ ପାତ୍ରସାହି ରାସ୍ତାକୁ ନିଜସ୍ଵ ରାସ୍ତା କହି ରାସ୍ତା ଅବରୋଧ ହୋଇଥିଲା ଆଜି ପାତ୍ର ସାହି ଗ୍ରାମବାସୀ ଏକାଠି ହୋଇ ରାସ୍ତାରୁ ବାଡ ହଟାଇଥିଲେ। ପରେ ଉତ୍ତେଜନା ଲାଗି ରହିଥିଲା ପୋଲିସ ପହଞ୍ଚି ଜଣଙ୍କୁ ଅଟକ ରଖିଛି ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ରାନ୍ଦୀଆ ଜେନା ସାହିରେ ପୂର୍ବ ଶତ୍ରୁତାରୁ ଆକ୍ରମଣ, କାଚ ବୋତଲ ଓ ଭୁଜାଲି ଆକ୍ରମଣରେ କୁକୁଡ଼ା ଦୋକାନୀ ମୃତ । ଦୋକାନୀଙ୍କ ପୁଅ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର । ଗ୍ରାମାଞ୍ଚଳ ଥାନା ପୋଲିସର ତଦନ୍ତ ଜାରି ରଖିଛି , ୪ ଜଣ ଅଟକ ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଏକ ଅନନ୍ୟ ନିଆରା ପରମ୍ପରା ବାବା ବୁଢ଼ା ଗଣେଶଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜ୍ଞାନ ପ୍ରକାଶ ପାଣି।
<nis:link nis:type=tag nis:id=citykhabarbhadrak nis:value=CityKhabarBhadrak nis:enabled=true nis:link/>
ଭଦ୍ରକ: ବାବା ବୁଢ଼ା ଗଣେଶଙ୍କ ଐତିହ ଓ ପରମ୍ପରା ସବୁଠୁ ନିଆରା।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଶ୍ରୀ ଶ୍ରୀ ବାବା ବୁଢ଼ା ଗଣେଶଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଆଜିଠାରୁ ଠିକ୍ ଏକ ମାସ ଧରି ମଣ୍ଡପରେ ପୂଜା ପାଇବେ ବାବା ବୁଢ଼ା ଗଣେଶ। ଆଜି ସନ୍ଧ୍ୟା ୭ ଘଟିକାରେ ରହିଛି ଆଳତି ସମାରୋହ। ଆସନ୍ତା ୧୪ରେ ବାବା ବୁଢ଼ା ଗଣେଶଙ୍କ ଭଷାଣୀ ଉତ୍ସବ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଶ୍ରୀ ଶ୍ରୀ ବାବା ବୁଢ଼ା ଗଣେଶଙ୍କ ଆଗମନ, ଆଜି ମୁଖ ଦର୍ଶନ' ଆସନ୍ତା କାଲି କଳସ ଶୋଭାଯାତ୍ରା ଆରମ୍ଭ ହୋଇ ଏକ ମାସ ଧରି ପୂଜା ମଣ୍ଡପ ରେ ପୂଜା ପାଇବେ ବାବା ବୁଢ଼ା ଗଣେଶ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଶ୍ରୀ ଶ୍ରୀ ବାବା ବୁଢ଼ା ଗଣେଶଙ୍କ ଆଗମନ, ଆଜି ମୁଖ ଦର୍ଶନ' ଆସନ୍ତା କାଲି କଳସ ଶୋଭାଯାତ୍ରା ଆରମ୍ଭ ହୋଇ ପୂଜା ମଣ୍ଡପ ରେ ପୂଜା ପାଇବେ ବାବା ବୁଢ଼ା ଗଣେଶ। ଏକ ମାସ ଧରି ଚାଲିବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।