Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews

ଜୁଜୁମୁରା: ଜୁଜୁମୁରା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା , ୩ ଗୁରୁତର

Jujomura, Sambalpur | Nov 5, 2025
ଜୁଜୁମୁରା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା , ୩ ଗୁରୁତର ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଛକ ନିକଟରେ ଗୁରୁବାର ରାତିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସମ୍ବଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ମାନଙ୍କ ପରିଚୟ ମିଳି ପାରିନାହିଁ । ସେମାନେ ଜୁଜୁମୁରା ଏବଂ ଡ଼ଙ୍ଗାପାଲ ଠାରେ ହେଇଥିବା କାର୍ତ୍ତିକ ପୂର୍ଣ୍ଣିମା ଉସ୍ଚବ ଓ ନାବକେଳି ଉସ୍ଚବ ଦେଖିବାକୁ ଆସିଥିଲେ ବୋଲି ସୂଚନା ମିଳିଛି ।