ବାଙ୍ଗିରିପୋଷି: ମୟୂରଭଞ୍ଜ: ଛାଡ଼କଟାରେ ଫୁଟବଲ ଟୁର୍ନାମେଣ୍ଟ, ଯୋଗଦେଲେ ବିଧାୟିକା ସଞ୍ଜଳି ମୁର୍ମୁ
ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକର ଛାଡ଼କଟାରେ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ। ଖେଳ ଯୁବପିଢ଼ିଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ସେ ମତପ୍ରକାଶ କରିଛନ୍ତି।