ବିଦେଶ ଗସ୍ତ ନେଇ ଜବାବ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଲିମିଟେଡ ସମୟ ପାଇଁ ବିଦେଶ ଗସ୍ତ କରିଛି। ମୁଁ ଠିକ୍ ଭାବେ ବୁଝିଛି କଣ ପାଇଁ ମୋ ବିରୁଦ୍ଧରେ ଓ ମୋ ଅଫିସରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଇଛି। ଠିକ ସମୟରେ ଏହାର ଉଚିତ୍ ଜବାବ୍ ଦିଆଯିବ।
#jaynaveen
Naveen Patnaik
Ipshitaa Sahoo Biju Janata Dal Odisha Dr.Lekhasri Samantsinghar Sujata Rout Karthikeyan
Basta, Balasore | Nov 23, 2026