ବିଦେଶ ଗସ୍ତ ନେଇ ଜବାବ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଲିମିଟେଡ ସମୟ ପାଇଁ ବିଦେଶ ଗସ୍ତ କରିଛି। ମୁଁ ଠିକ୍ ଭାବେ ବୁଝିଛି କଣ ପାଇଁ ମୋ ବିରୁଦ୍ଧରେ ଓ ମୋ ଅଫିସରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଇଛି। ଠିକ ସମୟରେ ଏହାର ଉଚିତ୍ ଜବାବ୍ ଦିଆଯିବ। #jaynaveen Naveen Patnaik Ipshitaa Sahoo Biju Janata Dal Odisha Dr.Lekhasri Samantsinghar Sujata Rout Karthikeyan