ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଦାବି ହେଉଥିବା ବେଳେ, କୋରାପୁଟର ବାସ୍ତବ ଚିତ୍ରକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ରୁପକ ତୁରୁକ। ତାଙ୍କ କହିବା ଅନୁସାରେ, ଜିଲ୍ଲାରେ ବିକାଶ ପରିବର୍ତ୍ତେ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଓ ସମସ୍ୟା ବଢ଼ିଛି।
“ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ସାରା ବିନାଶ ଧାରା” ବୋଲି ସେ ଅଭିଯୋଗ କରିଥିବା ବେଳେ, ଏହାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
#Koraput #Congress #BJP #OdishaPolitics #KoraputNews #PoliticalReaction #OdishaNews #BreakingNews #KoraputUpdate #NewsUpdate
Koraput Town, Koraput | Jun 23, 2026