ଆପଣ ରାଜନୈତିକ ଚାପରେ କାମ କରୁଛନ୍ତି । ଆପଣଙ୍କ ଦ୍ଵାରା ହେଇ ପାରିବନି, ଭିସିଙ୍କୁ ଡାକନ୍ତୁ। ଏଭଳି କହି ରେଜିଷ୍ଟ୍ରାରଙ୍କ ସହ ଯୁକ୍ତି କଲେ ABVP ନେତା ଜ୍ୟୋତିରଞ୍ଜନ ପାଣିଗ୍ରାହୀ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ହେଲ୍ପ ଡେସ୍କ ହଟାଇବାକୁ ଆସିଥିଲେ ରେଜିଷ୍ଟ୍ରାର । ଶେଷରେ ପୋଲିସ ହସ୍ତକ୍ଷେପ କଲା।
Koraput Town, Koraput | Jun 23, 2026