Public App Logo
Jansamasya
News
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଦାବି ହେଉଥିବା ବେଳେ, କୋରାପୁଟର ବାସ୍ତବ ଚିତ୍ରକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ରୁପକ ତୁରୁକ। ତାଙ୍କ କହିବା ଅନୁସାରେ, ଜିଲ୍ଲାରେ ବିକାଶ ପରିବର୍ତ୍ତେ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଓ ସମସ୍ୟା ବଢ଼ିଛି। “ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ସାରା ବିନାଶ ଧାରା” ବୋଲି ସେ ଅଭିଯୋଗ କରିଥିବା ବେଳେ, ଏହାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। #Koraput #Congress #BJP #OdishaPolitics #KoraputNews #PoliticalReaction #OdishaNews #BreakingNews #KoraputUpdate #NewsUpdate

Koraput Town, Koraput | Jun 23, 2026

MORE NEWS

ଆପଣ ରାଜନୈତିକ ଚାପରେ କାମ କରୁଛନ୍ତି । ଆପଣଙ୍କ ଦ୍ଵାରା ହେଇ ପାରିବନି, ଭିସିଙ୍କୁ ଡାକନ୍ତୁ। ଏଭଳି କହି ରେଜିଷ୍ଟ୍ରାରଙ୍କ ସହ ଯୁକ୍ତି କଲେ ABVP ନେତା ଜ୍ୟୋତିରଞ୍ଜନ ପାଣିଗ୍ରାହୀ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ହେଲ୍ପ ଡେସ୍କ ହଟାଇବାକୁ ଆସିଥିଲେ ରେଜିଷ୍ଟ୍ରାର । ଶେଷରେ ପୋଲିସ ହସ୍ତକ୍ଷେପ କଲା।

ଜୟପୁର ଟାଉନ ଥାନାରେ ଛାତ୍ର ନେତା। ABVP ଓ ଛାତ୍ର ବିଜେଡି ନେତାଙ୍କୁ ଥାନାକୁ ଡକାଇ ହେଲ୍ପ ଡେସ୍କ ହଟାଇବାକୁ ପୋଲିସ କହିଥିବା ସୂଚନା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପୋଲିସ।

ଜୟପୁର ଟାଉନ ଥାନାରେ ଛାତ୍ର ନେତା। ABVP ଓ ଛାତ୍ର ବିଜେଡି ନେତାଙ୍କୁ ଥାନାକୁ ଡକାଇ ହେଲ୍ପ ଡେସ୍କ ହଟାଇବାକୁ ପୋଲିସ କହିଥିବା ସୂଚନା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପୋଲିସ।

Koraput Town, Koraput | Jun 23, 2026

#ମୌସୁମୀର_ପ୍ରଥମ_ବର୍ଷାରେ_ଭିଜିଲା_ମାଟି_ସୁନ୍ଦର_ନାଲି_ଟୁକୁଟୁକୁ 'ସାଧବ ବୋହୂ ର ସମ୍ଭାର ସାଧବ ବୋହୂ ର ପ୍ରେମ ରେ କୋରାପୁଟ କଂଗ୍ରେସ ଜ଼ିଲ୍ଲା ସଭାପତି ରୂପକ ତୁରୁକ।

#ମୌସୁମୀର_ପ୍ରଥମ_ବର୍ଷାରେ_ଭିଜିଲା_ମାଟି_ସୁନ୍ଦର_ନାଲି_ଟୁକୁଟୁକୁ 'ସାଧବ ବୋହୂ ର ସମ୍ଭାର ସାଧବ ବୋହୂ ର ପ୍ରେମ ରେ କୋରାପୁଟ କଂଗ୍ରେସ ଜ଼ିଲ୍ଲା ସଭାପତି ରୂପକ ତୁରୁକ।

Koraput Town, Koraput | Jun 23, 2026