Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बिहार
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Biharfloods
Uttarpradesh
Haryana
konarkkhabara
କୌତୁକିଆ ଓ ଦୁଃଖଦ ପ୍ରେମଭରା ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ହେମନ୍ତ ରଣା । ଆଠଗଡ଼, କଟକ। କୋଣାର୍କ ଖବର।
Konark, Puri
| Aug 22, 2026
MORE NEWS
#କୋଣାର୍କରେ_ଭାରସାମ୍ୟ_ହରାଇ_ଟାଭେରାକୁ_ଧକ୍କା_ଦେଲା_ସାରଳା_ବସ୍ କୋଣାର୍କ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଟାଭେରା ଗାଡ଼ିକୁ ସାରଳା ବସ୍ ଧକ୍କା ଦେଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କୋଣାର୍କ ଖବର
Konark, Puri | Aug 26, 2026
#ଶୋଭା_ଫାଉଣ୍ଡେସନ ପକ୍ଷରୁ #ତାଳମଞ୍ଜି_ରୋପଣ। ଜୈବ ବିବିଧତା, ଜୀବନ ଜୀବିକା ସୁରକ୍ଷା, ବଜ୍ରପାତ ପ୍ରଶମନ, ସମୁଦ୍ର କୁଳ ସୁରକ୍ଷା, ସମୁଦ୍ର କ୍ଷୟ ସୁରକ୍ଷା, ଉପକୂଳ ସୁରକ୍ଷା, ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ବାଲୁକା ବନ୍ତ ସୁରକ୍ଷା ଲକ୍ଷ ନେଇ କୋଣାର୍କ ଏନଏସି ଅନ୍ତର୍ଗତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଶୋଭା ଫାଉଣ୍ଡେସନ ପକ୍ଷରୁ ୫ ଶହରୁ ଅଧିକ ତାଳମଞ୍ଜି ରୋପଣ କରାଗଲା। ଶୋଭା ଫାଉଣ୍ଡେସନ ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହ ସାମାଜିକକର୍ମୀ ସାଥି ବିଦ୍ୟାଧର ବେହେରା ଓ ସ୍ୱେଚ୍ଛାସେବୀ ସିଲୁ ଏହି ତାଳ ମଞ୍ଜି ରୋପଣ କରିଥିଲେ। ଆଗାମୀ ଦିନରେ ଆହୁରି ରୋପଣ କରାଯିବ। @highlight #ତାଳମଞ୍ଜି #ClimateAction #climatejustice #Climatecrisis #climatewarrior #savecoastal #ProtectNature #sovafoundation #konark
Konark, Puri | Aug 25, 2026

କୋଣାର୍କ ନିକଟସ୍ଥ ଓଟାଙ୍ଗ କଳାବୁଦା ଗାଦି ମଠରେ ଝୁଲଣ ଉତ୍ସବର ତୃତୀୟ ସନ୍ଧ୍ୟା। କୋଣାର୍କ ଖବର।
Konark, Puri | Aug 25, 2026
କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ୫ଦିନିଆ ଝୁଲଣ ଉତ୍ସବ ଶୁଭ ଉଦଘାଟନ ହୋଇଛି। ପ୍ରଥମ ସଂଧ୍ୟାରେ ଓଡ଼ିଶୀ, ଭାରତନାଟ୍ୟମ୍ ଓ ବଂଶୀ ବାଦନ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। କୋଣାର୍କ ଖବର।
Konark, Puri | Aug 25, 2026
ମାଲିକର ଝିଅ ତୁ, ଲେବରର ପୁଅ ମୁଁ; ଆସନ୍ତୁ ଶୁଣିବା ବିରହ ଗୀତ କଣ୍ଠଶିଳ୍ପୀ ହେମନ୍ତ ରଣା।
Konark, Puri | Aug 23, 2026
ଭୁବନେଶ୍ଵର -(ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ) ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଏକ କୋଠା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତ ତିରୁଣା ଝଞଳିଆ ଗ୍ରାମର ସୁବ୍ରତ ଭୋଇ। ପରିବାରକୁ କ୍ଷତି ପୂରଣ ଦାବିରେ ଶବ ରଖି ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ବିକ୍ଷୋଭ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ପୋଲିସ ମୂତୟନ ଥିବା ବେଳେ ଘର ମାଲିକ ଓ ସୁପରଭାଇଜର ଫେରାର ଅଛନ୍ତି। କୋଣାର୍କ ଖବର।
Konark, Puri | Aug 23, 2026
ଭୁବନେଶ୍ଵର -(ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ) ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଏକ କୋଠା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତ ତିରୁଣା ଝଞଳିଆ ଗ୍ରାମର ସୁବ୍ରତ ଭୋଇ। ପରିବାରକୁ କ୍ଷତି ପୂରଣ ଦାବିରେ ଶବ ରଖି ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ବିକ୍ଷୋଭ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ପୋଲିସ ମୂତୟନ ଥିବା ବେଳେ ଘର ମାଲିକ ଓ ସୁପରଭାଇଜର ଫେରାର ଅଛନ୍ତି। କୋଣାର୍କ ଖବର। CMO Odisha Prabhati Parida Mohan Charan Majhi
Konark, Puri | Aug 23, 2026