#ଶୋଭା_ଫାଉଣ୍ଡେସନ ପକ୍ଷରୁ #ତାଳମଞ୍ଜି_ରୋପଣ।
ଜୈବ ବିବିଧତା, ଜୀବନ ଜୀବିକା ସୁରକ୍ଷା, ବଜ୍ରପାତ ପ୍ରଶମନ, ସମୁଦ୍ର କୁଳ ସୁରକ୍ଷା, ସମୁଦ୍ର କ୍ଷୟ ସୁରକ୍ଷା, ଉପକୂଳ ସୁରକ୍ଷା, ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ବାଲୁକା ବନ୍ତ ସୁରକ୍ଷା ଲକ୍ଷ ନେଇ କୋଣାର୍କ ଏନଏସି ଅନ୍ତର୍ଗତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଶୋଭା ଫାଉଣ୍ଡେସନ ପକ୍ଷରୁ ୫ ଶହରୁ ଅଧିକ ତାଳମଞ୍ଜି ରୋପଣ କରାଗଲା। ଶୋଭା ଫାଉଣ୍ଡେସନ ଅଧକ୍ଷ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହ ସାମାଜିକକର୍ମୀ ସାଥି ବିଦ୍ୟାଧର ବେହେରା ଓ ସ୍ୱେଚ୍ଛାସେବୀ ସିଲୁ ଏହି ତାଳ ମଞ୍ଜି ରୋପଣ କରିଥିଲେ। ଆଗାମୀ ଦିନରେ ଆହୁରି ରୋପଣ କରାଯିବ।
@highlight #ତାଳମଞ୍ଜି #ClimateAction #climatejustice #Climatecrisis #climatewarrior #savecoastal #ProtectNature #sovafoundation #konark
Konark, Puri | Aug 25, 2026