ପବିତ୍ର ରକ୍ଷାବନ୍ଧନ ଅବସରରେ ବୌଦ୍ଧ ଜଗନ୍ନାଥ ମନ୍ଦିରରେ "ପାଟ୍ଟ ରାଖୀ ସେବା" ଅର୍ପଣ
ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ KIIT ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀବିଗ୍ରହମାନଙ୍କ ପାଇଁ ଶ୍ରଦ୍ଧାର ସହ "ପାଟ୍ଟ ରାଖୀ" ପ୍ରଦାନ କରାଯାଇଛି। ସକାଳ ୯ ଘଟିକା ସମୟରେ ମନ୍ଦିର କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ମନ୍ଦିର ପୂଜକଙ୍କୁ ଏହି ପାଟ୍ଟ ରାଖୀ ହସ୍ତାନ୍ତର କରାଯାଇଥିଲା।
ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଗରିବ ମିଶ୍ର, ରଘୁନାଥ ଷଡ଼ଙ୍ଗୀ, ଦେବାଶିଷ ପୁରୋହିତ, ବିଜୟ ମିଶ୍ର, ସତ୍ୟଜିତ ପଣ୍ଡା
ଅତିଥି ଓ ପ୍ରତିନିଧି: ବୌଦ୍ଧର ବରିଷ୍ଠ ଓକିଲ तथा ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତାରିଣୀ କୁମାର ମହାପାତ୍ର, KIIT ପ୍ରତିନିଧି ସଂଜୀବ ରଣା, KISS ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ବେହେରା
ସମସ୍ତଙ୍କ ଉପସ୍ଥିତିରେ ଭକ୍ତିପୂର୍ଣ୍ଣ ମାହୋଲରେ ଏହି ସେବା ସମ୍ପନ୍ନ ହୋଇଛି।
ଜୟ ଜଗନ୍ନାଥ!
#Boudh #RakshaBandhan #JagannathTemple #KIIT #PattaRakhiSeba #OdishaNews #BoudhNews