ରାଇରଙ୍ଗପୁୁର: ମୋବାଇଲ ପାଇଁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ୪ ଜଣ ଗିରଫ
ମୟୂରଭଞ୍ଜ ବାଦାମପାହାଡ଼ରେ ମୋବାଇଲ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରାଇରଙ୍ଗପୁର ଏସଡିପିଓ ସୂଚନା ଦେଇଛନ୍ତି।