ରେଙ୍ଗାଲିରେ ଆୟୋଜିତ ଛଟ୍ ପୂଜାରେ ସାମିଲ ହେଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଭକ୍ତିମୟ ପରିବେଶରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କଲେ ଶ୍ରଦ୍ଧାଳୁ।