ଝାରସୁଗୁଡା: ଝାରସୁଗୁଡ଼ା: ବନ୍ଧପାଲିରେ ତିଳ ଚାଷ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ବନ୍ଧପାଲି ଗ୍ରାମରେ ଚାଷୀ ହରେକୃଷ୍ଣ ପଟେଲଙ୍କ ତିଳ ଚାଷ କ୍ଲଷ୍ଟର ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିଛନ୍ତି ସିଡିଏଓ। ଜାତୀୟ ଖାଦ୍ୟତୈଳ ମିଶନ ଅଧୀନରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଓ ଆଧୁନିକ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହୋଇଛି।