ଝାରସୁଗୁଡା: ଝାରସୁଗୁଡ଼ାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ 2026
ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ପ୍ରେସ୍ କ୍ଲବ ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତାର ଗୁରୁତ୍ୱ ଓ ସମାଜ ପ୍ରତି ଗଣମାଧ୍ୟମର ଭୂମିକା ନେଇ ଆଲୋଚନା କରାଯାଇଥିଲା।