କିସ୍ ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କାଶୀପୁରର ମୀନମିନତୀ ଝୋଡ଼ିଆ। ଟିକିରୀ ଠାରେ ବରିଷ୍ଠ ବିଜେପି ନେତା କାଳୀରାମ ମାଝୀ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।