ବାରିପଦା ସଦର: ବାରିପଦାର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଲେ ସାଂସଦ ନବ ଚରଣ ମାଝି
ବାରିପଦା ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମାଆଙ୍କ ଦର୍ଶନ କଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି। ତକତପୁର, ଷ୍ଟେସନ ବଜାର, ପାଲବଣୀ ଓ ତୁଳସୀ ଚଉରା ପୂଜା ମଣ୍ଡପରେ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।