ରାୟଗଡା: ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ରାୟଗଡ଼ା କୋର୍ଟରେ ପହଞ୍ଚିଲେ ପୂର୍ବତନ ସାଂସଦ ଭାସ୍କର ରାଓ
ରାୟଗଡାର ପୂର୍ବତନ କାଉନସିଲର ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଏସଡିଜେଏମ କୋର୍ଟରେ ପହଞ୍ଚିଲେ ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ । କୋର୍ଟ ପରିସରରେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।