Public App Logo
Jansamasya
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Uppolice
Live
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Muzaffarnagar
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

କୋଦଳା: ବେଗୁନିଆପଡ଼ା ଗୋଷ୍ଠୀ ସାଧନ କେନ୍ଦ୍ରରେ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ ଶିବିର ଅନୁଷ୍ଠିତ

Kodala, Ganjam | Nov 6, 2024
ବେଗୁନିଆପଡା ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ଆୟୋଜିତ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ 26/9/2024 ଠାରୁ 6/11/2024 ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ 5 ଗୋଟି ବ୍ୟାଚରେ 280 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ପ୍ରଦାନ କରାଯାଇଛି। ପ୍ରତି ବ୍ୟାଚ ରେ 56 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ଦିଆଯାଇଛି । ପ୍ରତି ବ୍ୟାଚ କୁ ତିନି ଦିନ ଲେଖାଏଁ ତାଲିମ ପ୍ରଦାନ କରାଯାଇଥିଲା ।ଶିବିର ରେ ସମ୍ବଳ ଶିକ୍ଷକ ଭାବେ ସନ୍ତୋଷ କୁମାର ସ୍ୱାଇଁ, ନାରାୟଣ ସେଠି, ଅଭିଜିତ ପ୍ରସାଦ ସାହୁ ଓ ଶଶାଙ୍କ ମହାପାତ୍ର ତାଲିମ ପ୍ରଦାନ କରାଯାଇଛି
କୋଦଳା: ବେଗୁନିଆପଡ଼ା ଗୋଷ୍ଠୀ ସାଧନ କେନ୍ଦ୍ରରେ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ ଶିବିର ଅନୁଷ୍ଠିତ - Kodala News