ବୀରମିତ୍ରପୁର #GenZ ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ଶ୍ରମଶକ୍ତି ମହାବିଦ୍ୟାଳୟ, ବୀରମିତ୍ରପୁର ପରିଦର୍ଶନ କରିଥିଲେ।
ଏହି ଅବସରରେ ନବ ନିର୍ବାଚିତ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଯାହାକୁ ବିଧାୟକ ମହୋଦୟ ଭୂୟସୀ ପ୍ରଶଂସା କରିଥିଲେ। ଏବଂ ପରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ସହ ମହାବିଦ୍ୟାଳୟର ଉନ୍ନତି କାର୍ଯ୍ୟ ବିଷୟରେ ଆଲୋଚନା କଲେ । ମହାବିଦ୍ୟାଳୟର ଆର୍ଥିକ ସମସ୍ୟା ଏବଂ 150 KVA ଟ୍ରାନ୍ସଫର୍ମର ଆବଶ୍ୟକତା ବିଷୟରେ ବିଧାନସଭାରେ ସରକାର ଙ୍କ ନଜର କୁ ଆଣିବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବିଧାୟକ ପ୍ରାର୍ଥନିଧି ଶଶି ସାଗର, ବିଧାୟକ ଙ୍କ ଆଇନ ପରାମର୍ଶଦାତା ତଥା ଆଲୁମିନି ସଭାପତି ମହମ୍ମଦ ଏଜାଜ଼ ଆଲମ, ସମ୍ପାଦକ ଚୈତନ ତିୱାରି, ଛାତ୍ର ସଂସଦ ସଭାପତି ପ୍ରିୟ ସାହୁ, ଉପ ସଭାପତି ପ୍ରତିଭା କେରକେଟା, ସମ୍ପାଦକ ଶୃଷ୍ଟି ମିଂଜ଼, ଯୁଗ୍ମ ସଚିବ ମମତ ଇଂଦ୍ୱାର, ସଂକୃତିକ ସଚିବ ଯୁଗଲ ମିଂଜ଼, ଦେ ସକଲର ସଚିବ ସାରିକ ଆଲମ ଛାତ୍ର ନେତା ଜାନୁ ଆଲମ, ଧୋନି, ପୁଷ୍କର, ଶ୍ରଦ୍ଧା, ଉପସ୍ଥିତ ଥିଲେ |