Public App Logo
Profile Picture

Odisha City News

@odishacitynews3
735Followers
0Following
*ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ*

ରାଉରକେଲା, ଅକ୍ଟୋବର ୨ : ସ୍ଥାନୀୟ ସେକ୍ଟର-୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ଆବାହକ ଶ୍ରୀମତୀ ଭଗବତୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗାନ୍ଧୀବାଦୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା। ପିଲାମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ "ରଘୁପତି ରାଘବ ରାଜାରାମ" ଗାନ କରି ସହର ପରିକ୍ରମା କରିଥିଲେ। ପରେ ପ୍ରତିଷ୍ଠାନ ପରିସରରେ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ସମାରୋହରେ ଅତିଥି ଭାବେ ପ୍ରଫେସର ରଘୁନାଥ ଦାଶ, ଡ. ସୁମନ ଦତ୍ତ, ବ୍ରଜେନ୍ଦ୍ର ଦାଶ, ନିରଞ୍ଜନ ପଟେଲ, ନିରୂପମ ପତି, ମଧୁସ୍ମିତା କେରକେଟ୍ଟା, ଗାନ୍ଧୀବାଦୀ ଡ. ସସ୍ମିତା ପ୍ରଧାନ, ଡ. ବସନ୍ତ ଦାସ, ଡ. ପ୍ରମୋଦ ଜଗଦେବ, ମଳୟ ପାଢ଼ୀ ଓ ସୌମିତ୍ର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ।

ବକ୍ତାମାନେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟାଗ୍ରହ ଓ ସ୍ୱଚ୍ଛତାର ଆଦର୍ଶ ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତ ଦେଇଥିଲେ। ପ୍ରଫେସର ରଘୁନାଥ ଦାଶ କହିଥିଲେ, ଗାନ୍ଧୀଙ୍କ ବିଚାର କେବଳ ଇତିହାସ ନୁହେଁ, ବରଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ। ଯୁବପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଆପଣାଇଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

ଡ. ସୁମନ ଦତ୍ତ ଗାନ୍ଧୀଜୀଙ୍କ ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ। ଡ. ସସ୍ମିତା ପ୍ରଧାନ ଗାନ୍ଧୀବାଦୀ ଆନ୍ଦୋଳନରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସଫଳ ହୋଇଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ  ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଗ୍ରହ ବୃଦ୍ଧି ପାଇଥିବା ଆୟୋଜକମାନେ କହିଛନ୍ତି।
ଏନ ଆଇ ଟି ଛାତ୍ରଛାତ୍ରୀ, ପ୍ରଫେସର ଏବଂ ଗ୍ରାମାଂଚଳରୁ ଆସିଥିବା ଛାତ୍ରଛାତ୍ରୀ ଯୁବକ ଯୁବତୀମାନଙ୍କୁ ସି ମହାନଦୀ ପକ୍ଷରୁ ଅକ୍ଟୋବର ୧ ତାରିଖରେ ରାଉରକେଲା ସେକ୍ଟର ୨୦ ସ୍ଥିତ କୋଏଲ ନଦୀ ବୈକୁଣ୍ଠ ଘାଟ ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ନଦୀରେ ଅଳିଆ ଆବର୍ଜନା ସଫାକରିବା ସହ ଏକ ସଚେତନତା ବାର୍ତ୍ତା ଏନ ଆଇ ଟି ର ପ୍ରଫେସର ମାନେ ଭାରତ ସରକାରଙ୍କ ଦ୍ୱାରା ଏକ ଦିନ, ଏକ ଘଣ୍ଟା,ଏକ ସାଥି ମାଧ୍ୟମରେ ଦେଇଥିଲେ
� ମଝି ଆକାଶରେ ପାଇଲଟ୍‌ଙ୍କୁ ଛୁରାମାଡ଼!
୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କ୍ୟାପ୍ଟେନ୍‌! 

� ସାଉଦି ଆରବିଆକୁ ବିମାନ ଡାଇଭର୍ଟ
ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍‌ ବିମାନକୁ ନିୟନ୍ତ୍ରଣ କରି ସୁରକ୍ଷିତ ଭାବେ ଡାଇଭର୍ଟ କରିଥିବା ଜଣାପଡ଼ିଛି। 

<nis:link nis:type=tag nis:id=pilotlife nis:value=pilotlife nis:enabled=true nis:link/> <nis:link nis:type=tag nis:id=planehijack nis:value=PlaneHijack nis:enabled=true nis:link/> <nis:link nis:type=tag nis:id=israel nis:value=Israel nis:enabled=true nis:link/> <nis:link nis:type=tag nis:id=israelpalestine nis:value=IsraelPalestine nis:enabled=true nis:link/> <nis:link nis:type=tag nis:id=terrorattack nis:value=TerrorAttack nis:enabled=true nis:link/> <nis:link nis:type=tag nis:id=saudiarabia nis:value=saudiarabia nis:enabled=true nis:link/> <nis:link nis:type=tag nis:id=viralreels nis:value=viralreels nis:enabled=true nis:link/> <nis:link nis:type=tag nis:id=citynewsodisha nis:value=CITYNEWSOdisha nis:enabled=true nis:link/>
<nis:link nis:type=tag nis:id=ଇସ୍ରାଏଲରେ_ଭାରତୀୟ_ପାଇଲଟଙ୍କ_ପାଇଁ_ପ୍ରାର୍ଥନା nis:value=ଇସ୍ରାଏଲରେ_ଭାରତୀୟ_ପାଇଲଟଙ୍କ_ପାଇଁ_ପ୍ରାର୍ଥନା nis:enabled=true nis:link/> 
🇮🇳 ଇସ୍ରାଏଲ ର ତେଲ୍ ଅବିବ୍ ରୁ ଆସୁଛି ଏହି ଦୃଶ୍ୟ ଯେଉଁଠି ହଜାର ହଜାର ମୋବାଇଲ ଫୋନ୍ ର ଲାଇଟ୍, ଆଖିରେ ଲୁହ ଏବଂ ସଭିଙ୍କ ମୁହଁରେ ଗୋଟିଏ ଶବ୍ଦ - ଧନ୍ୟବାଦ କ୍ୟାପଟେନ୍ ସ୍ମିତ୍ !

ବିଶ୍ବର ଏକ ଧର୍ମ ୟେହୁଦୀ, ଯାହାଙ୍କ ସଂଖ୍ୟା ବହୁତ କମ୍ କିନ୍ତୁ ସେମାନଙ୍କର ଏକତା ବିଶ୍ୱବାସୀଙ୍କ ପାଇଁ ସବୁ ସମୟରେ ଉଦାହରଣ ସୃଷ୍ଟି କରେ । ଦୁବାଇରେ ଫସିଥିବା ୟହୁଦୀ ମାନଙ୍କ ସୁରକ୍ଷିତ ଘରୱାପସୀ ପାଇଁ ଧନ୍ୟବାଦ ଦେଉଛନ୍ତି।

FlyDubai ର FZ1073 ନମ୍ବର ପ୍ଲେନ୍‌ ରେ ଥିବା ୧୭୪ ଜଣ ଯାତ୍ରୀ ମୃତ୍ୟୁକୁ ସାମ୍ନାରେ ଦେଖୁଥିଲେ, ପ୍ଲେନ୍ ୧୪,୦୦୦ ଫୁଟ୍ ତଳକୁ ଖସି ଆସିଥିଲା, କକପିଟ୍ ରେ ଯୁଦ୍ଧ ଚାଲିଥିଲା, ବିମାନ ହାଇଜ୍ୟାକ୍ ର କୋର୍ଡ ଆଲର୍ଟ ବାଜୁଥିଲା ।

ଆଜି ସମସ୍ତ ଯାତ୍ରୀ ନିଜ ପରିବାର ସହିତ ଏକଜୁଟ ହୋଇଛନ୍ତି। ଜୀବନ ବଞ୍ଚି ଯାଇଥିବାର ଅନୁଭବ କରୁଛନ୍ତି । ସମସ୍ତେ ଏହି ଚମତ୍କାର ବିଷୟରେ କଥା ହେଉଛନ୍ତି, ଚମତ୍କାର କରି ଦେଖାଇଛନ୍ତି ଜଣେ ଭାରତୀୟ ହିନ୍ଦୁ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାର । ଇସ୍ରାଏଲୀ କହୁଛନ୍ତି, ସେମାନେ ଏହି ଘଟଣା କେବେ ଭୁଲିବେ ନାହିଁ, ଏହି ଉପକାର କେବେ ବ୍ୟର୍ଥ ଯିବାକୁ ଦେବେ ନାହିଁ। ତେଲ୍ ଅବିବ୍ ଠାରୁ ଜେରୁଜେଲମ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ କ୍ୟାପଟେନ୍ ସ୍ମିତ୍ ଙ୍କ ଦୃତ ଆରୋଗ୍ୟ ପାଇଁ ପ୍ରାର୍ଥନା ହେଉଛି ।<nis:link nis:type=tag nis:id=odishacitynews nis:value=odishacitynews nis:enabled=true nis:link/>
<nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> 
<nis:link nis:type=tag nis:id=indianews nis:value=IndiaNews nis:enabled=true nis:link/> 
<nis:link nis:type=tag nis:id=indianpilot nis:value=indianpilot nis:enabled=true nis:link/> 
<nis:link nis:type=tag nis:id=israel nis:value=Israel nis:enabled=true nis:link/> 
<nis:link nis:type=tag nis:id=israelindiarelationship nis:value=israelindiarelationship nis:enabled=true nis:link/>
ବିୟୁରୋ ରିପୋର୍ଟ ଓଡ଼ିଶା ସିଟି ନିୟୁଜ
‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା 
ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ଆହ୍ୱାନ

କେବଳ ନିଜ ଘର ନୁହେଁ, ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର

ସହର ଆମର, ଏହାକୁ ସ୍ୱଚ୍ଛ ରଖିବା ଦାୟିତ୍ୱ ମଧ୍ୟ ଆମର- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର 
୦୧ ଅକ୍ଟୋବର, ୨୦୨୬

ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ବର୍ତ୍ତମାନ ଦେଶର ସ୍ୱଚ୍ଛତା Ranking ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇବା, ତେବେ ଆମ ସହର ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ହୋଇ ପ୍ରଥମ ସ୍ଥାନ ହାସଲ କରିବ।

ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା  କହିଛନ୍ତି । 

ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯେପରି ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖୁଛୁ, ସେହିପରି ଆମ ଦୃଷ୍ଟିକୋଣକୁ ଆଉ ଟିକିଏ ପ୍ରସାରିତ କରିବା ଆବଶ୍ୟକ। ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ଯୋଡ଼ିହୋଇ ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ସଫେଇ ଗାଡ଼ିକୁ ଦେବା ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗି ଅନ୍ୟମାନଙ୍କୁ ମଧ୍ୟ ବାରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଦେଶର ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ । ମାତ୍ର ୨୦୧୪ ମସିହାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀଜୀଙ୍କ ଏହି ସ୍ୱପ୍ନର ସଫଳ ରୂପାୟନ କରି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଆଜିର ଏହି ସ୍ୱତନ୍ତ୍ର ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମ ସମଗ୍ର ସମାଜକୁ ସ୍ୱଚ୍ଛତା ସହିତ ଯୋଡ଼ିବାର ଏକ ଅଭିନବ ଓ ପ୍ରଶଂସନୀୟ ଉଦ୍ୟମ।
ଆମର ପ୍ରିୟ ଭୁବନେଶ୍ୱର ସହର ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିଥିବାରୁ, ଏହାର ଶ୍ରେୟ ସଫେଇ ମିତ୍ରମାନଙ୍କୁ ଦେବା ସହ  ସେମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ମୁଖ୍ୟମନ୍ତ୍ରୀ  ଧନ୍ୟବାଦ ଜଣାଇଛନ୍ତି। ସେ ସଫେଇ ମିତ୍ରମାନଙ୍କ ସାମାଜିକ ସୁରକ୍ଷା ଓ ସେମାନଙ୍କୁ ବାସଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି  ପ୍ରକାଶ କରିଛନ୍ତି। 

ଏହାସହ ଦେଶର ୫୦ଟି ‘ମଡେଲ ସାନିଟେସନ ସିଟି’ ଭାବେ ବିକଶିତ ହେବା ପାଇଁ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଓ ପୁରୀ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ମହାନଗର ନିଗମର କର୍ତ୍ତୃପକ୍ଷ, ଅଧିକାରୀ ଏବଂ ବିଶେଷ ଭାବେ ସଫେଇ ମିତ୍ରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ,  ବିଏମସି କମିଶନର ଶ୍ରୀ ଚଞ୍ଚଲ ରାଣା, କର୍ପୋରେଟର, ବିଏମସି କର୍ମଚାରୀ ସମେତ ସଫେଇ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କଲ୍‌ ମାଧ୍ୟମରେ ଫ୍ଲାଏଦୁବାଇର କ୍ୟାପ୍ଟେନ୍ ସ୍ମିତ ମାଚ୍ଛାରଙ୍କ ସହ କଥା ହୋଇଛନ୍ତି। ଅନେକ ଜୀବନ ବଞ୍ଚାଇବାରେ ତାଙ୍କ ସାହସ, ଉପସ୍ଥିତ ବୁଦ୍ଧି ଓ ଧୈର୍ଯ୍ୟପୂର୍ଣ୍ଣ ମନୋଭାବକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି।.... 
ହନୁମାନ ଚାଳିଶା ପଢ଼ୁଥିଲେ ସ୍ମିତ....
ବଜରଙ୍ଗବଳିଙ୍କ କୃପା ଅପରମ୍ପାର....
पवन तनय संकट हरन, मंगल मूरति रूप।...
राम लखन सीता सहित, हृदय बसहु सुर भूप।....
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶପଥ କଲେ ରାଉରକେଲାର ଇଂ ବିମଳ ବିଶି, ଯଦି ଆର ଏସ ପି କୁ ୯ ମିଲିୟନ ଟନ ନ ମିଳେ ଆଗକୁ ଜନ ଆନ୍ଦୋଳନ ରୂପ ନେବ
🚨 ପ୍ଲାଣ୍ଟସାଇଟ୍ ପୋଲିସ ଦ୍ୱାରା NDPS ମାମଲା ଚିହ୍ନଟ | ହେରୋଇନ୍ ଜବତ

ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ନୟାବଜାର, ନନ୍ଦପଡ଼ା ରୋଡ୍, ରାଉରକେଲା ଠାରେ ପ୍ଲାଣ୍ଟସାଇଟ୍ ପୋଲିସ ଏକ NDPS ମାମଲା ଚିହ୍ନଟ କରିଛି। ଜଣେ ଅଭିଯୁକ୍ତଙ୍କୁ ହେରୋଇନ୍ (ନିଶାଦ୍ରବ୍ୟ) ବେଆଇନ ଭାବେ ବିକ୍ରି କରି ଅର୍ଥଲାଭ କରିବା ଉଦ୍ଦେଶ୍ୟରେ ନିଜ ହେପାଜତରେ ରଖିଥିବା ଅଭିଯୋଗରେ ଧରାଯାଇଛି।

ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ରାଉରକେଲା ପୋଲିସ ପ୍ରତିବଦ୍ଧ।

⚠️ ନିଶାକୁ ନା କୁହନ୍ତୁ। ନିଶାଠାରୁ ଦୂରେଇ ରୁହନ୍ତୁ। ନିଜ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ।
ଅଭିଭାବକ, ଛାତ୍ରଛାତ୍ରୀ ଓ ସମସ୍ତ ନାଗରିକଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ସମ୍ପର୍କରେ ସଚେତନ ରହି ପୋଲିସକୁ ସୂଚନା ଦେବାକୁ ଅନୁରୋଧ।

<nis:link nis:type=tag nis:id=raurkelapolice nis:value=RaurkelaPolice nis:enabled=true nis:link/> <nis:link nis:type=tag nis:id=ndps nis:value=NDPS nis:enabled=true nis:link/> <nis:link nis:type=tag nis:id=drugfreeraurkela nis:value=drugfreeraurkela nis:enabled=true nis:link/> <nis:link nis:type=tag nis:id=nasahamuktbharat nis:value=nasahamuktbharat nis:enabled=true nis:link/>
ମଝି ଆକାଶରେ ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍। ଇସ୍ରାଏଲ ଯାଉଥିବା ବିମାନରେ ଛୁରା ମାଡ଼ ଖାଇ ବଞ୍ଚାଇଲେ ୧୭୦ରୁ ଅଧିକ ଜୀବନ। ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିଥ ମଚ୍ଛାରଙ୍କୁ ଏବେ ସବୁଠି ପ୍ରଶଂସା।  

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଯାତ୍ରୀବାହୀ ବିମାନରେ ହଠାତ୍ ଆରମ୍ଭ ହୋଇଥିଲା ଉତ୍ତେଜନା। ଉଡ଼ାଣ ମଝିରେ ପାଇଲଟ୍ ଓ କୋ-ପାଇଲଟ୍‌ଙ୍କ ମଧ୍ୟରେ ଝଗଡ଼ା ପରେ ରକ୍ତାକ୍ତ ହୋଇଥିଲା ପୁରା ବିମାନର କକପିଟ । କ୍ୟାପଟେନ ସ୍ମିତ ଙ୍କୁ ତାଙ୍କର କୋ ପାଇଲଟ ହଠାତ ଛୁରିରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ | ହେଲେ ସ୍ଥିତି କଷ୍ଟଦାୟକ ଥିଲେ ମଧ୍ୟ ନିଜର କର୍ତ୍ତବ୍ୟରୁ ଓହରି ନଥିଲେ କ୍ୟାପଟେନ ସ୍ମିତ | ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ବିମାନକୁ ଗନ୍ତବ୍ୟସ୍ଥଳରେ ନେଇଯିବା ପରିବର୍ତ୍ତେ ସାଉଦି ଆରବରେ ଜରୁରୀ ଅବତରଣ କରାଯାଇଥିଲା।  ଜରୁରୀ ଅବତରଣ ସମୟରେ ବିମାନବନ୍ଦରରେ ଆବଶ୍ୟକ ଜରୁରୀକାଳୀନ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ଯାତ୍ରୀ ଓ କ୍ରୁ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା | <nis:link nis:type=tag nis:id=india nis:value=india nis:enabled=true nis:link/> <nis:link nis:type=tag nis:id=indian nis:value=indian nis:enabled=true nis:link/> <nis:link nis:type=tag nis:id=flight nis:value=flight nis:enabled=true nis:link/> <nis:link nis:type=tag nis:id=air nis:value=air nis:enabled=true nis:link/> <nis:link nis:type=tag nis:id=aeroplane nis:value=aeroplane nis:enabled=true nis:link/> <nis:link nis:type=tag nis:id=sky nis:value=sky nis:enabled=true nis:link/> <nis:link nis:type=tag nis:id=viral nis:value=viral nis:enabled=true nis:link/> <nis:link nis:type=tag nis:id=viralreelsシ nis:value=viralreelsシ nis:enabled=true nis:link/> <nis:link nis:type=tag nis:id=facebookpost nis:value=facebookpost nis:enabled=true nis:link/>
<nis:link nis:type=tag nis:id=captainsmithmachhar nis:value=CaptainSmithMachhar nis:enabled=true nis:link/> <nis:link nis:type=tag nis:id=indianpilot nis:value=IndianPilot nis:enabled=true nis:link/> <nis:link nis:type=tag nis:id=donaldtrump nis:value=DonaldTrump nis:enabled=true nis:link/> <nis:link nis:type=tag nis:id=benjaminnetanyahu nis:value=BenjaminNetanyahu nis:enabled=true nis:link/> <nis:link nis:type=tag nis:id=israel nis:value=Israel nis:enabled=true nis:link/> <nis:link nis:type=tag nis:id=flydubai nis:value=Flydubai nis:enabled=true nis:link/> <nis:link nis:type=tag nis:id=pilotbravery nis:value=PilotBravery nis:enabled=true nis:link/> <nis:link nis:type=tag nis:id=aviationnews nis:value=AviationNews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=indianews nis:value=IndiaNews nis:enabled=true nis:link/>
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 9
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 16
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 14
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 13
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 10
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 8
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 12
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 15
ବିଏମସି ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ" ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।<nis:link nis:type=tag nis:id=cmodisha nis:value=cmodisha nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> Part 11
୧୬ଦଫା ଦାବି ନେଇ ରାଉରକେଲା ଶ୍ରମିକ ସଂଘର ଆହ୍ବାନ କ୍ରମେ ଆଜି ରାଉରକେଲା ବିର୍ସା ଛକ ଠାରେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇସ୍ପାତ କର୍ମଚାରୀଙ୍କ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି, ବକେୟା ୩୯ ମାସର ଏରିଅର ତୁରନ୍ତ ପ୍ରଦାନ, ଦଶମ ମଜୁରୀ ଚୁକ୍ତିନାମାକୁ ପୂର୍ଣ୍ଣାଙ୍ଗ କରିବା, ମାସିକ ପ୍ରୋତ୍ସାହନ ପୁରସ୍କାର (Monthly Incentive Reward)ର ପୁନଃ ମୂଲ୍ୟାୟନ କରିବା, ସମ୍ମାନଜନକ ବାର୍ଷିକ ଇସ୍ପାତ କାରଖାନା କାର୍ଯ୍ୟଦକ୍ଷତା ଲିଙ୍କ୍ଡ ପ୍ରୋତ୍ସାହନ ଯୋଜନା (Annual Steel Plant Performance Linked Incentive Scheme) (ASPLIS) ବୋନସ୍ ପ୍ରଦାନ କରିବା, ଇସ୍ପାତ ଜେନେରାଲ୍ ହସ୍ପିଟାଲ (IGH)ର ଘରୋଇକରଣ ବନ୍ଦ କରିବା, ଟାଉନସିପ୍ (Township)ର ଘରୋଇକରଣ ବନ୍ଦ କରିବା, ବାସଗୃହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମେତ ଅନ୍ୟାନ୍ୟ ନ୍ୟାୟସଙ୍ଗତ ୯ଟି ଦାବି ସହିତ ମୋଟ ୧୬ ଦଫା ଦାବି ରହିଛି। ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଗଣଧାରଣା ପ୍ରାରମ୍ଭରେ, ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏହି ଗଣବିକ୍ଷୋଭର ଶୁଭାରମ୍ଭ କରିଥିଲେ।  ଗଣବିକ୍ଷୋଭର ମୁଖ୍ୟ ଆକର୍ଷଣ ଥିଲା ୩୯ ମାସର ଏରିଅର ଦାବିକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ। ୩୯ ମାସର ଏରିଅର ଦାବିରେ ୩୯ ଜଣ କର୍ମଚାରୀ ହାଫ୍ ପ୍ୟାଣ୍ଟ୍ ଓ ଗଞ୍ଜି ପରିଧାନ କରି ପ୍ରତୀକାତ୍ମକ ଭାବେ ବିକ୍ଷୋଭରେ ବସିଥିଲେ।ହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀ ବେହେରା ସେଲ୍ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇ କହିଥିଲେ ଯେ, “ଏହା ଆରମ୍ଭ ମାତ୍ର, କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ଆହୁରି ତୀବ୍ର ଓ ଅଭିନବ ଆନ୍ଦୋଳନ କରିବାକୁ ପଛେଇବ ନାହିଁ।” ସେ ଆହୁରି କହିଥିଲେ ଯେ, ମହାରତ୍ନ କମ୍ପାନୀର କର୍ମଚାରୀମାନଙ୍କ ୧୦ ବର୍ଷିଆ ମଜୁରୀ ଚୁକ୍ତିନାମାର ଅବଧିର ୯ ବର୍ଷ ୯ ମାସ ବିତିଯାଇଥିଲେ ମଧ୍ୟ ୩୯ ମାସର ଏରିଅର ପ୍ରଦାନ ନକରିବା ଏବଂ ଦଶମ ମଜୁରୀ ଚୁକ୍ତିନାମାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ରାଉରକେଲା ପୋଲିସ | ଛେଣ୍ଡ ପୋଲିସ ଦ୍ୱାରା ଗୃହ ଚୋରି ମାମଲାର ପର୍ଦ୍ଦାଫାଶ |

ଆରଡିଏ କଲୋନୀ, କଳିଙ୍ଗ ବିହାରର ଏକ ନୂତନ ନିର୍ମିତ ଘରୁ ନୂଆ ଲଗାଯାଇଥିବା ପିତ୍ତଳ ଓ ଷ୍ଟିଲ୍‌ ପାଣି ଟ୍ୟାପ୍‌, ଫିଟିଂ ଏବଂ ଶାୱାର ସେଟ୍‌ ଚୋରି ଘଟଣାରେ ଛେଣ୍ଡ ପୋଲିସ ମାମଲାର ପର୍ଦ୍ଦାଫାଶ କରିଛି।

ତଦନ୍ତ ସମୟରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତାଙ୍କ ସୂଚନା ଆଧାରରେ ଘର ଓ ଗୋଦାମରେ ଚଢ଼ାଉ କରି ଚୋରି ହୋଇଥିବା ଟ୍ୟାପ୍‌, ଫିଟିଂ ଓ ଶାୱାର ସେଟ୍‌ ଉଦ୍ଧାର କରାଯାଇଛି। ଅନ୍ୟ କିଛି ସନ୍ଦିଗ୍ଧ ଚୋରି ଲୁହା ସ୍କ୍ରାପ୍‌ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

<nis:link nis:type=tag nis:id=raurkelapolice nis:value=RaurkelaPolice nis:enabled=true nis:link/> <nis:link nis:type=tag nis:id=chhendps nis:value=ChhendPS nis:enabled=true nis:link/> <nis:link nis:type=tag nis:id=crimedetection nis:value=CrimeDetection nis:enabled=true nis:link/> <nis:link nis:type=tag nis:id=stolenpropertyrecovered nis:value=StolenPropertyRecovered nis:enabled=true nis:link/> <nis:link nis:type=tag nis:id=policeaction nis:value=PoliceAction nis:enabled=true nis:link/>
ଆନ୍ତର୍ଜାତୀୟ ହକି ଖେଳାଳି କିରନ ଏକ୍କାଙ୍କ ଘରେ ପହଞ୍ଚିଲା ଆଲୁଅ - ବିଧାୟକ Rohit Joseph Tirkeyଙ୍କ ପ୍ରଚେଷ୍ଟାରେ ବିଦ୍ୟୁତ ସଂଯୋଗ|

ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମିଡା ଗ୍ରାମ ପଞ୍ଚାୟତର ଆଦିବାସୀ ଝିଅ କିରନ ଏକ୍କା ଆଜି କ୍ରୀଡା ଜଗତରେ ବିଶ୍ୱ ସ୍ତରରେ ଦେଶ ତଥା ଓଡିଶା ପାଇଁ ସୁନାମ ଆଣିଛନ୍ତି। ଆନ୍ତର୍ଜାତୀୟ ହକି ଖେଳି ବହୁ ସ୍ତରରୁ ଅଭିନନ୍ଦନ ପାଉଥିବା ବେଳେ ଏହା ଅତି ପରିତାପର ବିଷୟ ଥିଲା ଯେ ଏହି ଗର୍ବିତ ଝିଅର ଘରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନଥିଲା ଏବଂ ପରିବାର ଅନ୍ଧାର ଘରେ ଦିନ କାଟୁଥିଲେ।

ବିଷୟ ଜାଣିବା ପରେ ମାନ୍ୟବର ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ରୋହିତ ଯୋସେଫ ତୀର୍କୀ ତୁରନ୍ତ ପଦକ୍ଷେପ ନେଇ ଆଜି ତାଙ୍କ ଘରେ ମିଟର ଲଗାଇ ବିଦ୍ୟୁତ ସଂଯୋଗ କରାଇଛନ୍ତି।

ନୂଆଗାଁ ରୁ ବିୟୁର ରିପୋର୍ଟ ଓଡ଼ିଶା ସିଟି ନିୟୁଜ 

ବିଧାୟକଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ ତଥା ସାଧାରଣ ଜନତା ବହୁତ ପ୍ରଶଂସା କରିଛନ୍ତି। ଏହା କେବଳ ବିଦ୍ୟୁତ ସଂଯୋଗ ନୁହେଁ, ଜଣେ ଆଦିବାସୀ ପ୍ରତିଭାର ସ୍ୱପ୍ନକୁ ଆଲୋକ ଦେବାର ପ୍ରୟାସ।
ପୋଲିସ୍ ପଞ୍ଜା ରେ ଆନ୍ତଃରାଜ୍ୟ ସାଇବର୍ ଠକେଇ ସିଣ୍ଡିକେଟ୍ ର ଦୁଇ ସଦସ୍ୟ।। ମୁଲ୍ ଆକାଉଣ୍ଟ ଜରିଆରେ ବିଭିନ୍ନ ରାଜ୍ୟ ରେ ଠକେଇ ନେଟୱାର୍କ ଜାରି ରଖିଥିଲେ।

ରାଉରକେଲା: 
ଅନ୍ତରାଜ୍ୟ ସାଇବର୍ ଠକେଇ ସିଣ୍ଡିକେଟ୍ ର ୨ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ସିଣ୍ଡିକେଟ୍ ର ଦୁଇ ସଦସ୍ୟ ଶେଖ୍ ଅମାନ୍ ଏବଂ ଜସରାଜ୍ ସିଂ ଙ୍କ ନିକଟରୁ ପୋଲିସ୍ ବ୍ୟାଙ୍କ୍ ପାସ୍ ବୁକ୍ , ଚେକ୍ ବୁକ୍ , କ୍ରେଡିଟ କାର୍ଡ , ଏଟିଏମ୍ କାର୍ଡ ଏବଂ ଅନ୍ୟାନ୍ୟ ଡକୁମେଣ୍ଟ ଜବତ୍ କରିଛି।
ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଟଙ୍କା ଏବଂ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ, ATM କାର୍ଡ, SIM କାର୍ଡ ଏବଂ ପାସବୁକ୍ ସଂଗ୍ରହ କରି ସାଇବର ଠକମାନଙ୍କୁ ଆର୍ଥିକ ଲାଭ ବଦଳରେ ଯୋଗାଇ ଦେଉଥିଲେ।

ରାଉରକେଲା ସାଇବର ସେଲ୍ ମାଧ୍ୟମରେ କରାଯାଇଥିବା ଯାଞ୍ଚରୁ ୧୧ଟି ବ୍ୟାଙ୍କ ଆକାଉଣ୍ଟ ସହ ପ୍ରାୟ ୨୦ଟି ସାଇବର ଅପରାଧ ଅଭିଯୋଗ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ଅଭିଯୋଗଗୁଡ଼ିକ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ଜଣାପଡ଼ିଛି।

ଉକ୍ତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ପ୍ରାୟ ₹୨୫ ଲକ୍ଷର ସାଇବର ଠକେଇ ଜନିତ ଆର୍ଥିକ କାରବାର ହୋଇଥିବା ତଦନ୍ତରୁ ଜଣା ପଡିଛି। ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ଯୋଗାଇବା ପାଇଁ ଅଭିଯୁକ୍ତମାନେ ପ୍ରାୟ ₹୧୫,୦୦୦ ପାଉଥିବା ମଧ୍ୟ ଜଣାପଡ଼ିଛି।

ଏହି ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍ ର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ଏବଂ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅଧିକ ଅନୁସନ୍ଧାନ ଜାରି ରହିଛି।

ରାଉରକେଲାରୁ ବିୟୁର ରିପୋର୍ଟ ଓଡ଼ିଶା ସିଟି ନିୟୁଜ
ଭଲରେ ଦେଖନ୍ତୁ ଏ ରାସ୍ତାକୁ କଟକର ସିଡିଏ ରୁ ନରାଜ ରାସ୍ତାର ଅବସ୍ଥା ଦେଖିଲେ ଲାଗୁଛି ଗୋଟିଏ କବର ସ୍ଥାନ ହେଇଯିବ
*ପ୍ରତିରୋଧ, ସଚେତନତା ଓ ସମୟୋଚିତ ପଦକ୍ଷେପ ଉପରେ ଧ୍ୟାନ ଦେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ବ ହୃଦୟ ଦିବସ-୨୦୨୬" ପାଳିତ*

ରାଉରକେଲା ୨୯/୯, ପ୍ରତିରୋଧ, ସଚେତନତା ଓ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଆଜି ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ  ବିଶ୍ବ ହୃଦୟ ଦିବସ-୨୦୨୬" ପାଳିତ ହୋଇଯାଇଛି। 
       ଏହି ଅବସରରେ ରାଉରକେଲା ସେକ୍ଟର-୧୯ ସ୍ଥିତ ଆପୋଲୋ ହସ୍ପିଟାଲ୍ସ ଅଡିଟୋରିୟମରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବୃତ୍ତିଗତ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ, ସୁସ୍ଥତା ବିଶେଷଜ୍ଞ, ହସ୍ପିଟାଲ୍ସର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକତ୍ରିତ କରି ଏହି ବାର୍ତ୍ତାକୁ ଦୃଢ଼ କରାଯାଇଥିଲା ​​ଯେ, ହୃଦୟକୁ ସୁରକ୍ଷା ଦେବା, ସଚେତନତା ଏବଂ ଦୈନନ୍ଦିନ ପସନ୍ଦ ସହିତ ଜରୁରୀକାଳୀନ ଚିକିତ୍ସା ପରିସ୍ଥିତି ପୂର୍ବରୁ ଆରମ୍ଭ କରାଯାଏ। 
      କାର୍ଯ୍ୟକ୍ରମଟି ପ୍ରଜାପିତା ବ୍ରହ୍ମା କୁମାରୀର ବରିଷ୍ଠ ରାଜଯୋଗ ଶିକ୍ଷକ ବି.କେ. ଶ୍ୱେତାଙ୍କ ଦ୍ୱାରା ଏକ ଧ୍ୟାନ ଅଧିବେଶନ ସହିତ ଆରମ୍ଭ ହୋଇଥିଲା। ପରେ ଚନ୍ଦ୍ରଚୂର ପାଣିଗ୍ରାହିଙ୍କ ଦ୍ୱାରା ପରିଚାଳିତ ଏକ ଯୋଗ ଅଧିବେଶନ ହୋଇଥିଲା। ଅଧିବେଶନଗୁଡ଼ିକ ମାନସିକ ସୁସ୍ଥତା, ଚାପ ପରିଚାଳନା, ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଜୀବନଶୈଳୀ ଅଭ୍ୟାସ ଗ୍ରହଣ କରିବାର ଗୁରୁତ୍ୱ ଉପରେ କେନ୍ଦ୍ରିତ ଥିଲା।
     ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ପରେ ମୁଖ୍ୟ ଡାଏଟିସିଆନ୍ ସୁଭାନୱିତା ମାଇତିଙ୍କ ଦ୍ୱାରା "ସ୍ୱସ୍ଥ ହୃଦୟ ପାଇଁ ଖାଦ୍ୟ ଅଭ୍ୟାସ" ଉପରେ ଏକ ସୂଚନାମୂଳକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମଗ୍ରିକ ହୃଦରୋଗ ସୁସ୍ଥତା ବଜାୟ ରଖିବାରେ ସନ୍ତୁଳିତ ପୁଷ୍ଟି ଏବଂ ସୂଚନାପ୍ରଦ ଖାଦ୍ୟ ପସନ୍ଦର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
     କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଜରୁରୀକାଳୀନ ପ୍ରସ୍ତୁତି ଏବଂ ହୃଦରୋଗ ସତର୍କତା ଲକ୍ଷଣଗୁଡ଼ିକର ପ୍ରାରମ୍ଭିକ ଚିହ୍ନଟ। ବୃତ୍ତିଗତ ଚିକିତ୍ସା ସହାୟତା ବ୍ୟବସ୍ଥା କରାଯାଉଥିବା ସମୟରେ ଏକ ଜରୁରୀକାଳୀନ ଚିକିତ୍ସା ସମୟରେ ଉପଯୁକ୍ତ ପ୍ରାରମ୍ଭିକ ପ୍ରତିକ୍ରିୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୌଳିକ ଜୀବନ ସହାୟତା (BLS) ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
    ଏହାପରେ "ହୃଦଘାତର ଲକ୍ଷଣ ଏବଂ ନିବାରଣ" ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୀଘ୍ର ହୃଦଘାତର ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବା ଏବଂ ଅନାବଶ୍ୟକ ଭାବେ ବିଳମ୍ବ ନକରି ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପାଇବାର ଗୁରୁତ୍ୱ ଉପରେ ଧ୍ୟାନ ଦିଆଯାଇଥିଲା।
      ବିଶ୍ୱ ହୃଦୟ ଦିବସ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ରାଉରକେଲା ଆପୋଲୋ ହସ୍ପିଟାଲ୍ସର କାର୍ଡିଓଲୋଜି ଡାକ୍ତର ଜି ସି ପତ୍ରୀ, କାର୍ଡିଓ ଥେରାପି ସିନିୟର ସର୍ଜନ୍ ଡକ୍ଟର ତୃପ୍ତି ତାଲପତ୍ର, କ୍ରିଟିକାଲ୍ କେୟାର ୟୁନିଟର ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ସର୍କାର ଏବଂ ଡାକ୍ତର ଅନୁପମ ମହାପାତ୍ର ଗଣମାଧ୍ୟମର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ହୃଦ୍‌ରୋଗ ବିପଦ କାରକ, ପ୍ରତିରୋଧ, ଚେତାବନୀ ସଙ୍କେତ ଏବଂ ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସାର ଗୁରୁତ୍ୱ ଉପରେ ଅନ୍ତର୍ଦୃଷ୍ଟି ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ହୃଦ୍‌ରୋଗ ଚିକିତ୍ସା ପାଇଁ ଏକ ବହୁବିଧ ପଦ୍ଧତିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। 
        ବିଶ୍ବ ହୃଦୟ ଦିବସ ପାଳନ ଅବସରରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସିଓଓ ଡକ୍ଟର ଅଖିଲ ଜୈନଙ୍କ ଦ୍ବାରା ଆଲୋଚନାରେ ଅଂଶଗ୍ରହଣ କରିଥିବା କାର୍ଡିଓଲୋଜି ଡାକ୍ତର ଜି ସି ପତ୍ରୀ, କାର୍ଡିଓ ଥେରାପି ସିନିୟର ସର୍ଜନ୍ ଡକ୍ଟର ତୃପ୍ତି ତାଲପତ୍ର, କ୍ରିଟିକାଲ୍ କେୟାର ୟୁନିଟର ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ସର୍କାର ଏବଂ ଡାକ୍ତର ଅନୁପମ ମହାପାତ୍ରଙ୍କୁ ଉତ୍ତରୀୟ, ଚାରା ଏବଂ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା।