Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଚାଉଁରପୁର ପୋଲୋ ଉପରେ ସଡ଼କ ଦୁର୍ଘଟଣା, ଜଣେ ଆହତ, ଜଣେ ଗୁରୁତର

Sambalpur M, Sambalpur | Apr 24, 2025
ଟାଉନ ଥାନା ଅନ୍ତର୍ଗତ ଚାଉଁରପୁର ପୋଲୋ ଉପରେ ସଡ଼କ ଦୁର୍ଘଟଣା, ଦୁଇ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 4 ଟା ସମୟରେ ଏକ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା l ଏଥିରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାର ରେ ବସିଥିବା ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି l ବାଇକ ଚାଳକଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଯାଇଛି l ହେଲେ ବାଇକ ଚାଲାକଙ୍କ ଅବସ୍ଥା ଠିକ ନଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ନିଆଯାଇଛି l ସେପଟେ କାର ରେ ଥିବା ମହିଳା ଜଣକୁ ଏକ ନର୍ସିଙ୍ଗହୋମ ରେ ଭର୍ତି କରାଯାଇଛି l ସେପଟେ ଘଟଣାର ତଦନ୍ତ ଟାଉନ ପୋଲିସ ଜାରି ରଖିଛି

MORE NEWS