Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
No video available

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଆହତ

ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ନିକଟରେ ସଡ଼କ ଦୁର୍ଘଟଣା ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 9 ଟା ସମୟରେ ଦୁଇ ଜଣ ଯୁବକ ବାଇକ ରେ ଫାଟକ ଅଞ୍ଚଳକୁ ଯାଉଥିବା ସମୟରେ ଏକ ଓଟୋ ଦୃତ ଗତିରେ ଆସି ଯୁବକ ମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା l ଯାହାଫଳରେ ଯୁବକ ଜଣକ ବାଇକ ରୁ ଛିଟିକି ପଡି ଆହତ ହୋଇଥିଲେ l ଓଟୋ ଚାଳକ ବାଇକ କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା

MORE NEWS