ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଖ୍ରୀଷ୍ଟିଆନ ପଡା ଠାରେ ହିନ୍ଦୁ ସମାଜ କଲ୍ୟାଣ ସମିତି କ୍ଲବ କୁ ଉଦଘାଟନ କଲେ ସମ୍ବଲପୁର ବିଧାୟକ
ହୀରାକୁଦ ଖ୍ରୀଷ୍ଟିଆନ ପଡା ଠାରେ ହିନ୍ଦୁ ସମାଜ କଲ୍ୟାଣ ସମିତି କ୍ଲବ କୁ ଉଦଘାଟନ କଲେ ସମ୍ବଲପୁର ବିଧାୟକ ମିଳିଥିବା ସୂଚନା ଅନୁଯାଇ ଆଜି ସନ୍ଧ୍ୟା 5ଟାରେ ବିଧାୟକ ଜୟ ନାରାୟଣ ମିଶ୍ର ଉଦଘାଟନ କରିଥିଲେ l ଏହି ଅବସର ରେ ବୈଠକ ଅନୁଷ୍ଠିତ ହେଇଥିଲା l ବିଭିନ୍ନ ସମଷ୍ୟା ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ହିଣ୍ଡାଲକୋ ଏଫଆରପି ଏଚଆର ସମୀର ମହାନ୍ତି, ରିତେଶ ରଥ, ଜିତେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l