Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାରେ ଶ୍ରମ ଆଇନ ସଚେତନତା ରଥ ପରିକ୍ରମା ହେଲା ସମାପ୍ତି, କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲା ଶ୍ରମ ଅଧିକାରୀ

ସମ୍ବଲପୁର ଜିଲ୍ଲାରେ ଶ୍ରମ ଆଇନ ସମ୍ବନ୍ଧରେ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନ କରିବାକୁ ପରିକ୍ରମା କରୁଥିବା ସଚେତନତା ରଥ ପରିକ୍ରମା କାର୍ଯ୍ୟ ସମାପ୍ତି ହୋଇଯାଇଛି। ଏନେଇ ଆଜି ସଂଧ୍ୟାରେ ସମ୍ବଲପୁର ଜିଲ୍ଲା ଶ୍ରମ ଅଧିକାରୀ ସତୃଜିତ ସାହୁ ନିଜ କାର୍ଯ୍ୟାଳୟରେ ଏନେଇ ସୁଚନା ଦେଇଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଯେ ଏହି ସଚେତନତା ରଥ ମାନଙ୍କରେ ସରକାରଙ୍କ ଶ୍ରମ ଆଇନ ସମ୍ବନ୍ଧରେ ନିର୍ମାଣ ଶ୍ରମିକଙ୍କ ସମେତ ସାଧାରଣ ଲୋକଙ୍କୁ ବିଶେଷ କରି ବିଶେଷ ଭାବରେ ସଚେତନତା ସୃଷ୍ଟି କରାଯାଇଛି।ଏହାସହ ଏହାର ଭଲ ଫଳାଫଳ ଦେଖିବାକୁ ମିଳିଛି।

MORE NEWS