Public App Logo
Jansamasya
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Fatehpur
Kanganaranaut
Amitshah
Meerut
Fire
Jhansi
No video available

ସମ୍ବଲପୁର ମ୍ୟୁନିସିପାଲଟି: ବିଜେପି ସମଲେଶ୍ୱରୀ ମଣ୍ଡଳ ସଭାପତି ଓ ତାଙ୍କ କିଛି ସହକର୍ମୀ ମୁଙ୍ଗାପଡ଼ା ଏବଂ ଷ୍ଟେସନପଡ଼ା ଅଞ୍ଚଳ କଲେ ପରିଦର୍ଶନ

ଆଜି ବିଜେପି ସମଲେଶ୍ୱରୀ ମଣ୍ଡଳ ସଭାପତି ଓ ତାଙ୍କ କିଛି ସହକର୍ମୀ ମୁଙ୍ଗାପଡ଼ା ଏବଂ ଷ୍ଟେସନପଡ଼ା ଅଞ୍ଚଳ ର ବିଭିନ୍ନ ଅଞ୍ଚଳ ବୁଲି ରହିଥିବା ସମସ୍ୟାର ତଦାରଖ କରିଥିଲେ l ମନ୍ଦିର ଉନ୍ନତିକରଣ, ଅଙ୍ଗନବାଡ଼ି ଉନ୍ନତିକରଣ, ନୂତନ କ୍ଲବ ଘର ଆବଶ୍ୟକତା ଏବଂ ସବୁଠୁ ଜରୁରୀ ରାସ୍ତା ଓ ନାଳି ର ଆବଶ୍ୟକତା କୁ ନେଇ ପଡା ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ l ଏହି ଅଞ୍ଚଳରେ ରହିଥିବା ସମସ୍ୟା ଗୁଡିକୁ କିପରି ତୁରନ୍ତ ସମାଧାନ କରାହେବ ସେନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି l

MORE NEWS