ଚିକିଟି: ୱାର୍ଡ 37 କାଞ୍ଜିଆମ୍ମା ମନ୍ଦିରରେ ଦାଣ୍ଡିଆ ଉତ୍ସବ ଓ ଆଲୋକୀକରଣ ଉଦଘାଟିତ
Chikiti, Ganjam | Oct 14, 2026
ୱାର୍ଡ ନମ୍ବର 37 ସ୍ଥିତ କାଞ୍ଜିଆମ୍ମା ମନ୍ଦିରରେ ଦାଣ୍ଡିଆ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ ଓ ମନ୍ଦିର ପ୍ରାଙ୍ଗଣର ଏଲିଡି ଆଲୋକୀକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି।