Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
pandajitu167
ବୌଦ୍ଧ ସଦର: ଧଳପୁରରେ ନଶାମୁକ୍ତି ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
Baudh Sadar, Boudh (Bauda)
| Aug 21, 2026
MORE NEWS
ସରିଲା ରେଷ୍ଟସେଡର ଛାଉଣୀ କାମ, ଏବେ ଚାଲିଛି ପ୍ଲାଟଫର୍ମରେ ଫେବର ବ୍ଲକ ପକାଇବା କାମ #IndianRailway #CharichhakRailwayStation #Restshade #Faverblock #RailwayStationWorkUpdate #RailwayLineWorkUpdate #OdishaTour #MahibeVlog #OdishaTourUpdate
Baudh Sadar, Boudh (Bauda) | Aug 21, 2026
ବୌଦ୍ଧରେ ଯୌତୁକ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ‘ଯୌତୁକ ନିରୋଧ ଆଇନ, ୧୯୬୧’ ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି #BoudhNews #DowryProhibitionAct #AwarenessCamp #OdishaNews #WomenEmpowerment
Baudh Sadar, Boudh (Bauda) | Aug 21, 2026
ମନମୁଣ୍ଡା ରେ ଦୁର୍ଘଟଣା ରେ ମୃତ୍ୟୁ ବିଜେପି ନେତା ଙ୍କ ପାଇଁ କଣ କହିଲେ କଣ୍ଟାମାଲ ବିଧାୟକ ଶୁଣନ୍ତୁ
Baudh Sadar, Boudh (Bauda) | Aug 21, 2026
ଏ କି ପ୍ରକାର ର ରାଜନୀତି I କି ପ୍ରକାର ମାନସିକତା I ଏହି ପରି ହିନ୍ଦୁ ରାଷ୍ଟ ଗଠନ ହବ I ଏହି ପରି ହବ ରାମ ରାଜ୍ୟ I ଭଗବାନ ପରି କରି ପୂଜା କରିବା ଏହା ଅପମାନ ନୁହେଁ କି କମେଣ୍ଟ କରନ୍ତୁ I ସୋଜ୍ୟନ୍ୟ -ସୋସିଆଲ ମିଡ଼ିଆ ( instagram) ଦୁଇ ଦିନ ହବ ଭାଇରାଲ ହେଉଛି
Baudh Sadar, Boudh (Bauda) | Aug 21, 2026
ବାଉଁଶୁଣି ଥାନା ପୋଲିସ୍ ପକ୍ଷରୁ ଗୋଛପଡ଼ାଠାରେ ସଚେତନତା କାର୍ଯ୍ୟକ୍ରମ ଓ 'ଆମ ପୋଲିସ୍ ସମିତି' ବୈଠକ ଅନୁଷ୍ଠିତ ବାଉଁଶୁଣି ଥାନା ପୋଲିସ୍ ପକ୍ଷରୁ ଗୋଛପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ନଶାମୁକ୍ତ ଭାରତ’, ‘ସାଇବର୍ ସଚେତନତା’ ଏବଂ ‘ଗଞ୍ଜେଇ ଚାଷ ନିଷେଧ’ ନେଇ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ସହ ‘ଆମ ପୋଲିସ୍ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଉଁଶୁଣି ଥାନା ଅଧିକାରୀ ଶ୍ରୀ ମହେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଶାମୁକ୍ତ ସମାଜ ଗଠନ, ସାଇବର ଠକେଇରୁ ବର୍ତ୍ତିବାର ଉପାୟ ଏବଂ ବେଆଇନ ଗଞ୍ଜେଇ ଚାଷର କୁପ୍ରଭାବ ବିଷୟରେ ଉପସ୍ଥିତ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ। ସମାଜକୁ ଅପରାଧମୁକ୍ତ ଓ ସୁସ୍ଥ ରଖିବା ପାଇଁ ପୋଲିସ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। #Baudh #Baunsuni #OdishaPolice #NashaMuktBharat #CyberAwareness #AmaPolice #OdishaNews #PoliceAwareness #BaudhPolice
Baudh Sadar, Boudh (Bauda) | Aug 21, 2026