Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ସ୍ଥିତ ଧମଶାଳାରେ ସମଲେଶ୍ୱରୀ ମଣ୍ଡଳ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ଘଟଣାର ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ

Sambalpur M, Sambalpur | Apr 25, 2025
ଗତ ୨୨ ତାରିଖ ଦିନ ଜମ୍ମୁ କାଶ୍ମୀର ର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି l ସେପଟେ ଆତଙ୍କବାଦ୍ ବିରୁଦ୍ଧରେ ଆକ୍ରୋଶ ପ୍ରଦର୍ଶନ କରାଯାଇଛି l ଏ ନେଇ ଆଜି ସନ୍ଧ୍ୟା ୬ରେ ବିଜେପି, ସମଲେଶ୍ବରୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କ୍ଷେତରାଜପୁର ଧମଶାଳା ଠାରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି l ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି ନେତା ଓ କର୍ମୀ ସାମିଲ ହେଇଥିଲେ l

MORE NEWS