କାଶୀପୁର ବ୍ଲକ ଟିକିରିଠାରେ ବିଜେପି ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ। କାଳିରାମ ମାଝୀ, ଗୋପୀ ଆନନ୍ଦ ଏବଂ ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।