Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
दिल्ली
Patna
Breakingnews
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Jabalpur
jeyporemediaa
ପ୍ରତିରକ୍ଷା ମନ୍ତ୍ରୀଙ୍କ ସୁରକ୍ଷା ବଳୟରେ ବିଜେପି ପତାକାକୁ ନେଇ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ଭିତରେ ଯୁକ୍ତିତର୍କ। HALର କାର୍ଯ୍ଯକ୍ରମ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୁନାବେଡା ଗସ୍ତ ବେଳେ ସମ୍ବେଦନଶୀଳ ଅଞ୍ଚଳ ଭିତରେ ଦଳୀୟ ପତାକା ନଲଗାଇବା ପାଇଁ ସୁରକ୍ଷା କର୍ମୀ କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ନିବେଦନ କରିଥିଲେ। କିନ୍ତୁ ରଘୁରାମ ଯୁକ୍ତି କରିବା ସହିତ ନିର୍ଭୟରେ ପତାକା ଲଗାଇବା ପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ କୌଣସି ପକ୍ଷର ମତାମତ ମିଳପାରିନାହିଁ।
Koraput Town, Koraput
| Oct 7, 2026
MORE NEWS
ଶକ୍ତି ଇଞ୍ଜିନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ @amoodishalive #news #sunabeda #HAL #DefenceMinister #RajnathSingh #CMOOdisha #highlightseveryonefollowers #nonfollowers
Koraput Town, Koraput | Oct 7, 2026
#ଗୁମ୍ମା_ଘାଟିରେ_ଓଲଟିଲା_ମାଲବାହୀ_ଟ୍ରକ୍ 🚨 କୋରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରେ ଏକ ମାଲବାହୀ ଟ୍ରକ୍ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ରାସ୍ତା ଉପରେ ଟ୍ରକ୍ ଓ ମାଲପତ୍ର ପଡ଼ି ରହିଥିବାରୁ ଯାତାୟାତ ଠପ୍ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ରାସ୍ତା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। 📍 ସ୍ଥାନ: ଗୁମ୍ମା ଘାଟି 🛣️ ଜାତୀୟ ରାଜପଥ: ୩୨୬ ⚠️ ଯାତାୟାତ ବାଧାପ୍ରାପ୍ତ #Koraput #Rayagada #GummaGhati #NH326 #RoadAccident #TruckAccident #KoraputNews #News11Odia
Koraput Town, Koraput | Oct 7, 2026
#କୋରାପୁଟର_ପ୍ରତିଭା_ପି_ବାଲାଜୀଙ୍କ_କମାଲ🎤 ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଗୀତରେ ନିଜର ପ୍ରତିଭା ଦେଖାଇ ଏବେ ଚର୍ଚ୍ଚାରେ କୋରାପୁଟର ପି. ବାଲାଜୀ। ❤️ ଗୀତ ପ୍ରତି ଭଲପାଇବା ଓ ନିଜର ଅଦମ୍ୟ ପରିଶ୍ରମ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। କୋରାପୁଟ ମାଟିର ଏହି ପ୍ରତିଭାଙ୍କ ସଫଳତାର କାହାଣୀ ନିଶ୍ଚିତ ଭାବେ ପ୍ରେରଣାଦାୟୀ। 🎵✨ 👉 ଏହି ପ୍ରତିଭାଶାଳୀ କଳାକାରଙ୍କ କାହାଣୀ ଜାଣିବା ପାଇଁ ଭିଡିଓଟି ଦେଖନ୍ତୁ ଏବଂ ମତାମତ ଦିଅନ୍ତୁ। #Koraput #PBalaji #OdiaMusic #OdiaSong #KoraputTalent #News11Odia #OdishaTalent #ଓଡ଼ିଆଗୀତ #କୋରାପୁଟ
Koraput Town, Koraput | Oct 7, 2026
HALର ନୂଆ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ @amoodishalive #news #koraput #halsunabeda #DefenceMinister #RajnathSingh #CMOdisha #highlightseveryone #nonfollowers
Koraput Town, Koraput | Oct 7, 2026
#ମାଳିପୁଟ_ମେଲୋଡିକୁ_ନେଇ_ବଡ଼_କଥା_କହିଲେ_ଲେଖକ_ସୁଧାକର_ପଟ୍ଟନାୟକ ମାଳିପୁଟ ମେଲୋଡି ଫିଲ୍ମକୁ ନେଇ ନିଜର ଅନୁଭୂତି ଓ ଫିଲ୍ମର ବିଶେଷ ଦିଗ ସମ୍ପର୍କରେ ବଡ଼ କଥା କହିଲେ ଲେଖକ ସୁଧାକର ପଟ୍ଟନାୟକ। 🎥 ଫିଲ୍ମ ପଛର କାହାଣୀ, ଚରିତ୍ର ଓ ନିର୍ମାଣ ସହ ଜଡ଼ିତ ଅନେକ ଅଜଣା କଥା ଜାଣିବାକୁ ଦେଖନ୍ତୁ ପୂରା ଭିଡିଓ। ❤️🎬 📍 ମାଳିପୁଟ ମେଲୋଡି 📰 News11 ଓଡ଼ିଆ #MaliputMelody #ସୁଧାକରପଟ୍ଟନାୟକ #OdiaFilm #OdiaCinema #Koraput #News11Odia #FilmNews #ମାଳିପୁଟମେଲୋଡି
Koraput Town, Koraput | Oct 6, 2026
#ତେଜିଲା_ମଦ_ବିରୋଧୀ_ଆନ୍ଦୋଳନ ମଦ ବିକ୍ରି ବନ୍ଦ ଦାବିରେ ଏକାଠି ହେଲେ ମହିଳାମାନେ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଦାବି ପୂରଣ ପାଇଁ ଜଣାଇଲେ ଦାବି। 🎥 ଦେଖନ୍ତୁ ପୂରା ଖବର(ନବରଙ୍ଗପୁର) 📰 News11 ଓଡ଼ିଆ #ମଦବିରୋଧୀଆନ୍ଦୋଳନ #Koraput #News11Odia #OdishaNews #Shorts
Koraput Town, Koraput | Oct 6, 2026
ଜୟପୁର-ପୌରପାଳିକା ଦ୍ୱାରା ପଞ୍ଜିଆ ଗୁଡା ଠାରେ ଲକ୍ଷ ଲକ୍ଷ ଟଙ୍କା ରେ ନିର୍ମିତ ହୋଇଥିବା ଗୋ ଶଳା ର କେମିତି ପରିଚନା ହେଉଛି ତାକୁ ବଖାଣିଛନ୍ତି ପଶୁ ଓ ପକ୍ଷୀ ପ୍ରେମୀ ତଥା ଯୁବ ସମାଜ ସେବୀ କୃଷ୍ଣ କେଶବ ଷଡଙ୍ଗୀ। Part 10
Koraput Town, Koraput | Oct 6, 2026
ଜୟପୁର-ପୌରପାଳିକା ଦ୍ୱାରା ପଞ୍ଜିଆ ଗୁଡା ଠାରେ ଲକ୍ଷ ଲକ୍ଷ ଟଙ୍କା ରେ ନିର୍ମିତ ହୋଇଥିବା ଗୋ ଶଳା ର କେମିତି ପରିଚନା ହେଉଛି ତାକୁ ବଖାଣିଛନ୍ତି ପଶୁ ଓ ପକ୍ଷୀ ପ୍ରେମୀ ତଥା ଯୁବ ସମାଜ ସେବୀ କୃଷ୍ଣ କେଶବ ଷଡଙ୍ଗୀ। Part 6
Koraput Town, Koraput | Oct 6, 2026