Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ବାଲେଶ୍ୱରରେ ମାତିଛନ୍ତି ଫ୍ରଡ ବ୍ୟାଙ୍କ୍ କର୍ମଚାରୀ ! #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews

Jeypore, Koraput | Jun 27, 2026

MORE NEWS

କୋରାପୁଟ ଶାବର ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ। ଚଳିତ ବର୍ଷ ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ମହିଳା ମାନେ କରିବେ ନାହିଁ _ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି

ଲମତାପୁଟରେ ଦୁଇ ମାସ ଧରି ଗ୍ୟାସ ଶଙ୍କଟ।
ଦୁଇ ମାସ ବିତିଲାଣି, ଗ୍ୟାସ ଶଙ୍କଟରୁ ମୁକ୍ତି ପାଉନାହାନ୍ତି ଲମତାପୁଟବାସୀ।
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଏଚ୍ ପି ଗ୍ୟାସ ଯୋଗାଣରେ ଗୁରୁତର ଅବ୍ୟବସ୍ଥା ଦେଖାଦେଇଛି।ପ୍ରାୟ ଦୁଇ ମାସ ଧରି ଗ୍ୟାସ ସିଲିଣ୍ଡର ନ ପାଇ ଶତାଧିକ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଗ୍ୟାସ ଆସିବା ଖବର ପାଇ ସକାଳୁ ସକାଳୁ ଶତାଧିକ ଲୋକ ଡିଲର ପଏଣ୍ଟ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।ରୋଷେଇ ଗ୍ୟାସ ଅଭାବରେ ପରିବାରଗୁଡ଼ିକ ଦୈନନ୍ଦିନ ଜୀବନରେ ଗୁରୁତର ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏହି ଡିଲର ପଏଣ୍ଟ ଉପରେ ଲମତାପୁଟ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଉପଭୋକ୍ତା ଏବଂ ପ୍ରାୟ ୧୦୦ କିଲୋମିଟର ଦୂରର ଲୋକମାନେ ମଧ୍ୟ ନିର୍ଭରଶୀଳ ଥିବାରୁ ସମସ୍ୟା ଆହୁରି ବଢ଼ିଛି। ସେପଟେ ବ୍ଲକ ଯୋଗାଣ ଅଧିକାରୀଙ୍କ କହିବା ଅନୁଯାୟୀ, ରାୟଗଡା ଡିପୋରେ ଗ୍ୟାସ ଯୋଗାଣ ସମସ୍ୟା ଥିବାରୁ ସିଲିଣ୍ଡର ଆସିପାରୁନଥିଲା। ଆଜି ଗ୍ୟାସ ପହଞ୍ଚିଥିବାରୁ ଉପଭୋକ୍ତାଙ୍କୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ତେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏଭଳି ଗ୍ୟାସ ସଙ୍କଟ ନଥିବା ବେଳେ କେବଳ ଲମତାପୁଟରେ କାହିଁକି ଏହି ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଅଞ୍ଚଳବାସୀ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି।

ଲମତାପୁଟରେ ଦୁଇ ମାସ ଧରି ଗ୍ୟାସ ଶଙ୍କଟ। ଦୁଇ ମାସ ବିତିଲାଣି, ଗ୍ୟାସ ଶଙ୍କଟରୁ ମୁକ୍ତି ପାଉନାହାନ୍ତି ଲମତାପୁଟବାସୀ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଏଚ୍ ପି ଗ୍ୟାସ ଯୋଗାଣରେ ଗୁରୁତର ଅବ୍ୟବସ୍ଥା ଦେଖାଦେଇଛି।ପ୍ରାୟ ଦୁଇ ମାସ ଧରି ଗ୍ୟାସ ସିଲିଣ୍ଡର ନ ପାଇ ଶତାଧିକ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଗ୍ୟାସ ଆସିବା ଖବର ପାଇ ସକାଳୁ ସକାଳୁ ଶତାଧିକ ଲୋକ ଡିଲର ପଏଣ୍ଟ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।ରୋଷେଇ ଗ୍ୟାସ ଅଭାବରେ ପରିବାରଗୁଡ଼ିକ ଦୈନନ୍ଦିନ ଜୀବନରେ ଗୁରୁତର ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏହି ଡିଲର ପଏଣ୍ଟ ଉପରେ ଲମତାପୁଟ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଉପଭୋକ୍ତା ଏବଂ ପ୍ରାୟ ୧୦୦ କିଲୋମିଟର ଦୂରର ଲୋକମାନେ ମଧ୍ୟ ନିର୍ଭରଶୀଳ ଥିବାରୁ ସମସ୍ୟା ଆହୁରି ବଢ଼ିଛି। ସେପଟେ ବ୍ଲକ ଯୋଗାଣ ଅଧିକାରୀଙ୍କ କହିବା ଅନୁଯାୟୀ, ରାୟଗଡା ଡିପୋରେ ଗ୍ୟାସ ଯୋଗାଣ ସମସ୍ୟା ଥିବାରୁ ସିଲିଣ୍ଡର ଆସିପାରୁନଥିଲା। ଆଜି ଗ୍ୟାସ ପହଞ୍ଚିଥିବାରୁ ଉପଭୋକ୍ତାଙ୍କୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ତେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏଭଳି ଗ୍ୟାସ ସଙ୍କଟ ନଥିବା ବେଳେ କେବଳ ଲମତାପୁଟରେ କାହିଁକି ଏହି ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଅଞ୍ଚଳବାସୀ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି।

Jeypore, Koraput | Jun 27, 2026

କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଆସନ୍ତା ରଥଯାତ୍ରାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ  ବୈଠକ ଅନୁଷ୍ଠିତ

କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଆସନ୍ତା ରଥଯାତ୍ରାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଏସପି ରୋହିତ ବର୍ମା, ଅତିରିକ୍ତ ଜ଼ିଲ୍ଲାପାଳ ତପନ କୁମାର ନାୟକ, ନରେନ୍ଦ୍ର ଶବର, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଙ୍କ ସମେତ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମନ୍ଦିର ପ୍ରଶାସନ ଓ କୋରାପୁଟବାସୀ ଉପସ୍ଥିତ ଥିଲେ। ମନ୍ଦିର ସମ୍ପାଦକ ଭବାନୀ ଆଚାର୍ଯ୍ୟ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ବିବରଣୀ ପାଠ କରିଥିଲେ

ପୁଣି ଭୁବନେଶ୍ୱରରେ ଲଜ୍ୟା ଦୁଷ୍କର୍ମର ଅଭିଯୋଗ ଆଣିଲେ ପୀଡ଼ିତାର ମା
 #odianews #OdishaPolitics #OdiaEntertainment
#dinaratitv #currentaffairs #odianews
#dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews

ପୁଣି ଭୁବନେଶ୍ୱରରେ ଲଜ୍ୟା ଦୁଷ୍କର୍ମର ଅଭିଯୋଗ ଆଣିଲେ ପୀଡ଼ିତାର ମା #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews

Jeypore, Koraput | Jun 27, 2026