Public App Logo
Profile Picture

Dinarati Tv

@usr10847789
602Followers
0Following
ଖୋଜି ଖୋଜି ବାହାର କରିବୁ କାହାରିକୁ ଛଡ଼ା ଜୀବନୀ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=pahalathana nis:value=pahalathana nis:enabled=true nis:link/>
ମୋ ପୁଅକୁ ମାରିଦେଲେ 2 ଭାଇ!! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା ଦିଆଯିବା ଦରକାର ତାହାଲେ ଶିଶୁଙ୍କ ଭବିଷ୍ୟତ ଉଜ୍ୱଳ ହେବ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
ଜାରକିନ୍‌ରେ ମିଳୁନି ଡିଜେଲ୍: ଟ୍ରାକ୍ଟରରେ ଚାଷ କାର୍ଯ୍ୟ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୬ଟି ପଞ୍ଚାୟତର ଚାଷୀ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
<nis:link nis:type=tag nis:id=ନିମାପଡାରେ_ଶେଷ_ରଜ_ପାଳନ_କଲେ_ଉପମୁଖ୍ୟ_ମନ୍ତ୍ରୀ nis:value=ନିମାପଡାରେ_ଶେଷ_ରଜ_ପାଳନ_କଲେ_ଉପମୁଖ୍ୟ_ମନ୍ତ୍ରୀ nis:enabled=true nis:link/> <nis:link nis:type=tag nis:id=ଶ୍ରୀମତୀ_ପ୍ରଭାତୀ_ପରିଡ଼ା nis:value=ଶ୍ରୀମତୀ_ପ୍ରଭାତୀ_ପରିଡ଼ା nis:enabled=true nis:link/> !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> Prabhati Parida 

ନିମାପଡାରେ ଶେଷ ରଜ ପାଳନ କଲେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ତାଙ୍କ ସହିତ ଓଡ଼ିଆ ସିନେ ତାରକା ସୋମୁ
ସେଶରଜ ରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ସହିତ ୫ ହଜାର ରଜ କୁମାରୀ ପାଳିଲେ ନିମାପଡ଼ା ଟାଉନ୍ ହଲ୍ ପଡିଆ ରେ ଶେଷ ରଜ ରେ ଝିଅ ମାନଙ୍କ କବାଡି ଖେଳ ଦ୍ରସକ ମାନଙ୍କ ମନ ଜିଣିଥିଲା ଏବଂ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଆସନ୍ତା ବର୍ଷ ନିମାପଡ଼ାରେ ରଜ ପର୍ଵର ଉତ୍ସବ ୫ ଦିନ ଧରି ପାଳନ କରାଯିବ ।
<nis:link nis:type=tag nis:id=ଡାକ୍ତର_ସୁରକ୍ଷାକୁ_ନେଇ_ମାଲକାନଗିରିରେ_ଆଜି_ଉତ୍ତେଜନା nis:value=ଡାକ୍ତର_ସୁରକ୍ଷାକୁ_ନେଇ_ମାଲକାନଗିରିରେ_ଆଜି_ଉତ୍ତେଜନା nis:enabled=true nis:link/> !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> 

ଗତକାଲି ଜିଲ୍ଲା ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର ର ଙ୍କୁ ମାଡ ମାରିବା ଘଟଣାର ପ୍ରତିବାଦରେ ଆଜି ଓମ୍ସା ତରଫରୁ କଳା ବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ସମସ୍ତ ଡାକ୍ତର।  

ଗତକାଲି ରାତି ପ୍ରାୟ ୧ଟା ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାଜୁଆଲଟି ୱାର୍ଡରେ କର୍ତ୍ତବ୍ୟରତ ଥିଲେ ଡାକ୍ତର ସିଦ୍ଧାର୍ଥ । ସାପ କାମୁଡାରେ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଡାକ୍ତର ଆହତ ହୋଇଥିଲେ। ଏହି ଘଟଣାର ପ୍ରତିବାଦରେ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସା ଆଜି ଜିଲ୍ଲା ବ୍ୟାପୀ ପ୍ରତିବାଦ କରିଛି।  

ଆଜି ସକାଳ ୧୦ଟାରୁ ୧୦/୩୦ ଟା ଯାଏଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସିଏଚସି, ପିଏଚସିର ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଛନ୍ତି। 

ଏହି ଘଟଣା ପରେ ମାଲକାନଗିରି ସଦର ଥାନାରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଡାକ୍ତରୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।
ଡାକ୍ତର ହେଉଛନ୍ତି ସମାଜର ରକ୍ଷକ। ସେମାନଙ୍କ ସୁରକ୍ଷା ହିଁ ଜନସ୍ୱାସ୍ଥ୍ୟର ସୁରକ୍ଷା। ଆସନ୍ତୁ ସମସ୍ତେ ମିଶି ଡାକ୍ତରଙ୍କୁ ସମ୍ମାନ ଦେବା ଓ ସୁରକ୍ଷା ଦେବା।
ଆଜିଠୁ ମାଲକାନଗିରିରେ ଆରମ୍ଭ ହେଲା ଏକ ମହତ୍ ଅଭିଯାନ। ୧୫ ଦିନ ବ୍ୟାପୀ ଶିଶୁ ସୁରକ୍ଷା ଓ ନିର୍ଯାତନା ନିବାରଣ ସଚେତନତା ପକ୍ଷ। ଆଉ ଏହି ପକ୍ଷର ସଂକଳ୍ପ ଗୋଟିଏ - “ଶିଶୁ ଶ୍ରମ ମୁକ୍ତ ମାଲକାନଗିରି, ଆମର ସଂକଳ୍ପ”।  <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommotimes nis:value=thecommotimes nis:enabled=true nis:link/>
ମହିଳାଙ୍କ ଚାଞ୍ଚଲ୍ୟ କର ଅଭିଯୋଗ ସ୍ଵାମୀ ଓ ତାଙ୍କୁ ଘରୁ ବାହାର କରି ମାରିଦେବାକୁ ଧମକ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
ନିମାପଡାରେ​ବୁଦ୍ଧିଜୀବୀ ସମ୍ମିଳନୀ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
ବରିଷ୍ଟ ନାଗରିକ ପାଳିଲେ ରଜ ମଉଜ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
ପୁଣି ଏକ ଲୋମ ଟା ଙ୍କରା ଦୃଶ୍ୟ ଦେଖିବା ମିଳିଛି ଫୁଲନଖରା ଅନ୍ତଃପୁରରେ!! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=dcpolice nis:value=dcpolice nis:enabled=true nis:link/> <nis:link nis:type=tag nis:id=dcp nis:value=dcp nis:enabled=true nis:link/>
<nis:link nis:type=tag nis:id=ଶ୍ରୀମନ୍ଦିର_କରିଡୋର_ଉପରେ_ଉଡ଼ିଲା_ଡ୍ରୋନ୍ nis:value=ଶ୍ରୀମନ୍ଦିର_କରିଡୋର_ଉପରେ_ଉଡ଼ିଲା_ଡ୍ରୋନ୍ nis:enabled=true nis:link/> !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=puri nis:value=puri nis:enabled=true nis:link/> <nis:link nis:type=tag nis:id=purijagannath nis:value=purijagannath nis:enabled=true nis:link/> 

 ଯାଜପୁର ଟାଉନର ଦେବାଶିଷ ପତି ଗିରଫ । ଗତକାଲି ସନ୍ଧ୍ୟା ପ୍ରାୟ ୬.୦୫ ମିନିଟରେ ଶ୍ରୀମନ୍ଦିର କରିଡୋର ଉପରେ ଏକ ଡ୍ରୋନ୍ ଉଡୁଥିବା ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲା । ସିଂହଦ୍ୱାର ଥାନା ପୁଲିସ ଓ ଏକ ସ୍ୱତନ୍ତ୍ର ଟିମ୍‌ ତୁରନ୍ତ ଶ୍ରୀମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା  ହୋଟେଲ୍ ଜ୍ୟୋତି, ନାୟକ ପ୍ଲାଜା ନିକଟରେ ଚଢ଼ାଉ କରି ଡ୍ରୋନ୍ ଚଳାଉଥିବା ବ୍ୟକ୍ତିଙ୍କୁ ଧରିଥିଲା
ଓଡିଶା ବଜାରରେ ଲଞ୍ଚକଲା ଅଡ଼ିର ପ୍ରିମିଅମ SQ8 ମଡେଲର ଗାଡି !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=adicar nis:value=adicar nis:enabled=true nis:link/> <nis:link nis:type=tag nis:id=nwylanchaadicar nis:value=nwylanchaadicar nis:enabled=true nis:link/>
<nis:link nis:type=tag nis:id=ବାଙ୍କୀ_ମହୋତ୍ସବ_2026_ର_ସାଧାରଣ_ପରିଷଦ_ବୈଠକ nis:value=ବାଙ୍କୀ_ମହୋତ୍ସବ_2026_ର_ସାଧାରଣ_ପରିଷଦ_ବୈଠକ nis:enabled=true nis:link/>  <nis:link nis:type=tag nis:id=ବାଙ୍କୀ_ସ୍ୱୟଂ_ଶାସିତ_ମହାବଦ୍ୟାଳୟ_ସମ୍ମିଳନୀ_କକ୍ଷ_ରେ nis:value=ବାଙ୍କୀ_ସ୍ୱୟଂ_ଶାସିତ_ମହାବଦ୍ୟାଳୟ_ସମ୍ମିଳନୀ_କକ୍ଷ_ରେ nis:enabled=true nis:link/> <nis:link nis:type=tag nis:id=ଅନୁଷ୍ଠିତ_ହୋଇଯାଇଛି nis:value=ଅନୁଷ୍ଠିତ_ହୋଇଯାଇଛି nis:enabled=true nis:link/> !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=bankibjd nis:value=bankibjd nis:enabled=true nis:link/> 

ଏଥିରେ ମୁଖ୍ୟ ଭାବ ରେ ବାଙ୍କୀ MLA ଶ୍ରୀ ଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ
ବାଙ୍କୀ ଉପ ଜିଲ୍ଲାପାଳ ଶ୍ରୀମତୀ ମନସ୍ଵିନୀ ଦାସ
ବାଙ୍କୀ ମହୋତ୍ସବ କମିଟି ସମ୍ପାଦକ ଶ୍ରୀଯୁକ୍ତ ଗଣେଶ୍ୱର ସ୍ୱାଇଁ
ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ
ବାଙ୍କୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଭୂୟାଁ 
ବାଙ୍କୀ ଥାନା ଏସଡିପିଓ  ପ୍ରମୁଖ ଉପସ୍ଥିତ ଥିଲେ 
ବାଙ୍କୀ ମହୋତ୍ସବ ଅକ୍ଟୋବର 26 ତାରିଖ ଠାରୁ ଅକ୍ଟୋବର 30 ତାରିଖ ପର୍ଯ୍ୟନ୍ତ ଖୁବ୍ ଧୁମ୍ ଧାମ ରେ ଅନୁଷ୍ଠିତ ହେବ
ଆଜି ରଜ ପର୍ବର ସବୁଠୁ ସୁନ୍ଦର ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରିରେ। ଯେଉଁମାନଙ୍କୁ ସମାଜ ଭୁଲି ଯାଇଥିଲା, ସେମାନଙ୍କ ମୁହଁରେ ଆଜି ହସ ଫୁଟାଇଛି ‘ମିଶନ ଆଶ୍ରା’।  <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommotimes nis:value=thecommotimes nis:enabled=true nis:link/>
<nis:link nis:type=tag nis:id=ରାଜକନିକା_ରେ_ଅଷ୍ଟ_ପ୍ରହରୀ_ନାମ_ସଂକୀର୍ତନ_ଅନୁଷ୍ଠିତ nis:value=ରାଜକନିକା_ରେ_ଅଷ୍ଟ_ପ୍ରହରୀ_ନାମ_ସଂକୀର୍ତନ_ଅନୁଷ୍ଠିତ nis:enabled=true nis:link/> !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/>
<nis:link nis:type=tag nis:id=ଫୁଣି_ଫସିଲେ_ଥାଇଲାଣ୍ଡ_ରେ_୮_ଓଡ଼ିଆ_ଯୁବକ nis:value=ଫୁଣି_ଫସିଲେ_ଥାଇଲାଣ୍ଡ_ରେ_୮_ଓଡ଼ିଆ_ଯୁବକ nis:enabled=true nis:link/> 

ଫୁଣି ବିଦେଶ ରେ ଫସିଲେ ୮ ଓଡ଼ିଆ ଯୁବକ ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ କଲେ ଆକୁଳ ନିବେଦନ ତେବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଅଧୀନ ଜୟନଗର ଜନ୍ମଜୟ ପ୍ରଧାନ,ପଟ୍ଟାମୁଣ୍ଡାଇ ଅଳପୁଆ ର ଚିତ୍ତରଞ୍ଜନ ମହାନ୍ତି,ରାଉଳିଆର ରାମଚନ୍ଦ୍ର ରାଉତ,ଅନ୍ତପୁର ର ଅଚୁତ୍ୱ ପ୍ରଧାନ,ତ୍ରୟଲୋକପୁର ପଞ୍ଚାୟତର ତ୍ରୟଲୋକପୁର ଗାଁର ନବକିଶୋର ଭୂଇଁୟା କୁସୁନପୁରର ପରିକିତ ସାହୁ ଈଶ୍ୱରପୁର ବିଚିତ୍ରମହାନ୍ତି ଓ ଅଞ୍ଜନ କୁମାର ସିଂ ଏହି ୮ ଜଣ ଶ୍ରମିକ ନିଜ ପରିବାରର ଦାରିଦ୍ରତା ଦୂର କରିବା ପାଇଁ ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ତାଙ୍କୁ କମ୍ପାନୀ ମାଲିକ ଓମପ୍ରକାଶ ଓ ଜୟ ପ୍ରକାଶ ଦୀର୍ଘ ଦଶ ମାସ ହେବ ରାଜକନିକାରୁ ୮ ଜଣ ଯୁବକଙ୍କୁ ନେଇ କାମ କରାଉ ଥିବା ବେଳେ ସେମାନଙ୍କୁ ମାସିକ ପରିଶ୍ରମ ନ ଦେବା ସେମାନଙ୍କୁ ମାଡ଼ ମାରି ଅଧିକ ସମୟ କାମ କରାଇବା ପ୍ରତିବାଦ କଲେ ସେମାନଙ୍କୁ ଥାନା ପୋଲିସ ର ଧମକ ଦେଇ ସେମାନଙ୍କ ଠାରୁ ଭିଶା ଛଡାଇନେଇ ଘରକୁ ନ ଛାଡିବାରୁ କୌଣସି ଉପାୟ ନ ପାଇ ଘରକୁ ଫେରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ଓ ରାଜ୍ୟ ସରକାରଙ୍କୁ ଭିଡିଓ ମାଧ୍ୟମରେ କରିଛନ୍ତି ଆକୁଳ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=ରାଜକନିକା nis:value=ରାଜକନିକା nis:enabled=true nis:link/> Mohan Charan Majhi Prabhati Parida Sudhanshu Sarangi
ରଥଯାତ୍ରା ୨୦୨୬: ଏକ ସୁରକ୍ଷିତ ଓ ସୁଗମ ପର୍ବ ପାଇଁ ପୁରୀ ପୋଲିସ ପ୍ରସ୍ତୁତ
​ପୁରୀ ଏସପି ପ୍ରତୀକ ସିଂ ଆଗାମୀ ରଥଯାତ୍ରା ୨୦୨୬ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
​✅ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ
​✅ ଉନ୍ନତ ଜନଗହଳି ନିୟନ୍ତ୍ରଣ ବ୍ୟବସ୍ଥା
​✅ ଟ୍ରାଫିକ ନିୟନ୍ତ୍ରଣ ଏବଂ ପାର୍କିଂ ବ୍ୟବସ୍ଥା
​✅ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଟିମ୍ ପ୍ରସ୍ତୁତ
​✅ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସୁବିଧା ଉପରେ ବିଶେଷ ଧ୍ୟାନ
​ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯେପରି ଏହି ମହାପର୍ବରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ଅଂଶଗ୍ରହଣ କରିପାରିବେ, ତାହା ନିଶ୍ଚିତ କରିବାକୁ ପୁରୀ ପୋଲିସ ପ୍ରତିବଦ୍ଧ।
​ସୁରକ୍ଷିତ ଯାତ୍ରା, ସୁଗମ ଯାତ୍ରା !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=puri nis:value=puri nis:enabled=true nis:link/> <nis:link nis:type=tag nis:id=purijagannath nis:value=purijagannath nis:enabled=true nis:link/>
ଏକାଦଶୀରେ ଜଗନ୍ନାଥଙ୍କ ମନ୍ଦିର ଉପରେ ଅଭୂତ ଦର୍ଶନ !! <nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=thecommontimes nis:value=TheCommonTimes nis:enabled=true nis:link/> <nis:link nis:type=tag nis:id=puri nis:value=puri nis:enabled=true nis:link/> <nis:link nis:type=tag nis:id=purijagannath nis:value=purijagannath nis:enabled=true nis:link/>
ଓଡ଼ିଶାର ମାନନୀୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଜନସେବା, ସୁଶାସନ ଓ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପ୍ରତି ଆପଣଙ୍କର ଅବିରତ ନିଷ୍ଠା, ଦୂରଦର୍ଶୀ ନେତୃତ୍ୱ ଏବଂ ଅକ୍ଲାନ୍ତ ପରିଶ୍ରମ ରାଜ୍ୟବାସୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିଛି।

ଏହି ପବିତ୍ର ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଛି ଯେ, ଆପଣ ସଦା ସୁସ୍ଥ, ସୁଖୀ ଓ ଦୀର୍ଘାୟୁ ହୁଅନ୍ତୁ। ଆପଣଙ୍କର ଜ୍ଞାନ, ଅନୁଭବ ଓ ନେତୃତ୍ୱରେ ଓଡ଼ିଶା ଉନ୍ନତି ଓ ସମୃଦ୍ଧିର ନୂତନ ଶିଖର ଛୁଇଁ ଦେଶ ପାଇଁ ଏକ ଆଦର୍ଶ ରାଜ୍ୟ ଭାବେ ପରିଚିତ ହେଉ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣଙ୍କ ଜୀବନ ସଫଳତା, ସମ୍ମାନ, ଯଶ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟରେ ପରିପୂର୍ଣ୍ଣ ହେଉ।

🎂 ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
🙏 ଜୟ ଜଗନ୍ନାଥ। 🙏 Dinarati TV
ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ବଏଫ୍ରେଣ୍ଡ ଦାୟୀ !
 <nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=odishapolitics nis:value=OdishaPolitics nis:enabled=true nis:link/> <nis:link nis:type=tag nis:id=odiaentertainment nis:value=OdiaEntertainment nis:enabled=true nis:link/>
<nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=currentaffairs nis:value=currentaffairs nis:enabled=true nis:link/> <nis:link nis:type=tag nis:id=odianews nis:value=odianews nis:enabled=true nis:link/>
<nis:link nis:type=tag nis:id=dinaratitv nis:value=dinaratitv nis:enabled=true nis:link/> <nis:link nis:type=tag nis:id=currentaffairs nis:value=currentaffairs nis:enabled=true nis:link/> <nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=latestnews nis:value=latestnews nis:enabled=true nis:link/> <nis:link nis:type=tag nis:id=news nis:value=news nis:enabled=true nis:link/> <nis:link nis:type=tag nis:id=odishaupdates nis:value=odishaupdates nis:enabled=true nis:link/> <nis:link nis:type=tag nis:id=odishacurrentaffairs nis:value=odishacurrentaffairs nis:enabled=true nis:link/> <nis:link nis:type=tag nis:id=odialivenews nis:value=odialivenews nis:enabled=true nis:link/> <nis:link nis:type=tag nis:id=breakingnews nis:value=breakingnews nis:enabled=true nis:link/>
କେନ୍ଦ୍ରୀୟ ଡିଜି ଦୋୖଡରେ ଓଡିଶା କ୍ୟାଡରର ୨ IPS. 

ଚମେଲିଙ୍କ ଉପରେ ନିର୍ଯାତନା: ବର୍ଷିଲା ବିଜେଡି ! 

ଭାଇରଲ ହଉଚି ଶିକାର ଫିଲ୍ମର ଆଇଟମ ନମ୍ବର "ହାଣ୍ଡିଆ ବାଲି".

2002ବ୍ୟାଚ ର ବନ୍ଧୁ ମିଳନ,