ଏମାନେ ହିଁ ପ୍ରକୃତ ନାୟକ! 🇮🇳❤️
ବର୍ଷା ହେଉ, ପ୍ରଚଣ୍ଡ ଖରା ହେଉ କିମ୍ବା ହାଡ଼ଭଙ୍ଗା ଶୀତ—ପାଗର ପ୍ରତିକୂଳତାକୁ ନେଇ ସେମାନେ କେବେ ଅଭିଯୋଗ କରନ୍ତି ନାହିଁ।
ନିଜ କର୍ତ୍ତବ୍ୟରେ ଅଟଳ ରହି, ଅସୀମ ସାହସ, ତ୍ୟାଗ ଓ ସମର୍ପଣ ସହ ଦେଶର ସୁରକ୍ଷା ପାଇଁ ସଦା ସଜାଗ ରହନ୍ତି। 🇮🇳🫡
ସେମାନଙ୍କ ତ୍ୟାଗ ଓ ବୀରତାକୁ ଶତ ଶତ ସଲାମ। 🙏❤️
ଜୟ ହିନ୍ଦ! 🇮🇳
ଭାରତ ମାତା କି ଜୟ! 🫡
#RealHeroes #IndianArmy #JaiHind #SaluteToOurHeroes #NationFirst #RCNODIA