ମୋ ଘର ଓଲଙ୍ଗ , ଦେଖାଇଦେବି ତତେ । ଏମିତି କିଛି କହିଲେ ବିଦ୍ୟୁତ୍ ବିଭାଗ କର୍ମଚାରୀ ନୂତନ ବିଦ୍ୟୁତ୍ ଗ୍ରାହକଙ୍କୁ ।
ବନ୍ତ ରେ ଘଟିଥିବା ଅଭାବନୀୟ ଘଟଣା ର ସମ୍ପୂର୍ଣ ଭିଡିଓ ଏବେ ସାମ୍ନା କୁ ଆସିଛି । ବିଦ୍ୟୁତ୍ ବିଭାଗ କର୍ମଚାରୀ ଙ୍କ ଦାଦାଗିରି ପରେ ତାତିଥିଲେ ଗ୍ରାହକ ।
ଯଦି ତାଙ୍କ ଘରେ ବିଦ୍ୟୁତ୍ ମିଟର୍ ଲାଗିଛି ତେବେ ସେ ହୁକ ଲଗେଇ ବିଦ୍ୟୁତ୍ ସେବା କାହିଁକି ନେବେ ?
ଯାହା ବ୍ୟକ୍ତିଗତ ଆକ୍ରୋଶ ରଖି ବିଦ୍ୟୁତ ବିଭାଗ କର୍ମଚାରୀ ଏମିତି କରିବାର ଆଶଙ୍କା ହେଉଛି ଓ ଏହି ଘଟଣାକୁ ଅନ୍ୟ ଏକ ରୂପ ଦେବାର ପ୍ରୟାସ କରାଯାଉଛି ।
#Bonth #TPNODL #Bhadrak #BhadrakNews #OdishaNews #viralpost