Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
image
image

ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ​ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (BJD) ରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ୍ (IAS) ଅଫିସର ସୁଜାତା କାର୍ତ୍ତିକେୟନ। ​ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଶଙ୍ଖ ଧରିବା ସହ ଓଡ଼ିଶାବାସୀଙ୍କ ସେବା ଓ ଦଳକୁ ଆହୁରି ମଜଭୁତ କରିବା ପାଇଁ ସେ ସଂକଳ୍ପ ନେଇଛନ୍ତି। ​#BJD #NaveenPatnaik #SujataKarthikeyan #OdishaPolitics #BijuJanataDal #Odisha

ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ​ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (BJD) ରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ୍ (IAS) ଅଫିସର ସୁଜାତା କାର୍ତ୍ତିକେୟନ। ​ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଶଙ୍ଖ ଧରିବା ସହ ଓଡ଼ିଶାବାସୀଙ୍କ ସେବା ଓ ଦଳକୁ ଆହୁରି ମଜଭୁତ କରିବା ପାଇଁ ସେ ସଂକଳ୍ପ ନେଇଛନ୍ତି। ​#BJD #NaveenPatnaik #SujataKarthikeyan #OdishaPolitics #BijuJanataDal #Odisha - Baudh Sadar News