ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ
ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (BJD) ରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ୍ (IAS) ଅଫିସର ସୁଜାତା କାର୍ତ୍ତିକେୟନ।
ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଶଙ୍ଖ ଧରିବା ସହ ଓଡ଼ିଶାବାସୀଙ୍କ ସେବା ଓ ଦଳକୁ ଆହୁରି ମଜଭୁତ କରିବା ପାଇଁ ସେ ସଂକଳ୍ପ ନେଇଛନ୍ତି।
#BJD #NaveenPatnaik #SujataKarthikeyan #OdishaPolitics #BijuJanataDal #Odisha
Baudh Sadar, Boudh (Bauda) | Jun 25, 2026