Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ରାଉରକେଲା ମ୍ୟୁନିସିପାଲଟି: ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ NIT ର ଜଣେ ପୂର୍ବତନ ପ୍ରଫେସରଙ୍କ ମୃତ ଦେହ ସଢୁଥିବା ସୂଚନା ମିଳିଛି

ମାର୍ଚ୍ଚ ୯ ତାରିଖ ରାତି ୯ଟା ୩୦ମିନିଟର ସୂଚନା ଅନୁଯାୟୀ ଜଗଦା ଅଞ୍ଚଳର ଏକ ଘରେ ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (N.I.T )ର ଜଣେ ପୂର୍ବତନ ପ୍ରଫେସରଙ୍କ ମୃତ ଦେହ ସଢୁଥିବା ସୂଚନା ମିଳିଛି ଏବଂ ମୃତ ଦେହ ନିକଟରେ ତାଙ୍କ ପତ୍ନୀ ଜଗି ବସିଥିବା କୁହାଯାଉଛି, ଏପରି ହୃଦୟ ବିଦାରକ ଘଟଣା ଲୋକ ଲୋଚନକୁ ଆସିଛି, ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ମୃତକଙ୍କ ପୁଅ ଓ ଝିଅଙ୍କୁ ଯୋଗାଯୋଗ କରୁଛନ୍ତି, ମୃତକ N.I.T. ରାଉରକେଲା କମ୍ପ୍ୟୁଟର ବିଭାଗର ପ୍ରାକ୍ତନ ପ୍ରଫେସର ରଜନୀକାନ୍ତ ଛୋଟରାୟ ଏବଂ ପତ୍ନୀ ପଦ୍ମା ଅନୁପମା ଛୋଟରାୟ, ଜଗଦା JE-95 ରେ ରହୁଛନ୍ତି, ସନ୍ଚେନେଇରେ ରହୁଛନ୍ତି

MORE NEWS

ରାଉରକେଲା ମ୍ୟୁନିସିପାଲଟି: ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ NIT ର ଜଣେ ପୂର୍ବତନ ପ୍ରଫେସରଙ୍କ ମୃତ ଦେହ ସଢୁଥିବା ସୂଚନା ମିଳିଛି - Raurkela M News