#ଟ୍ରକ_ଧକ୍କାରେ_ଓଲଟିଲା_ଧାନ_ବୋଝେଇ_ଅଟୋ#
ଖବର ଅନୁସାରେ ୨୦ ନମ୍ବର ଜାତୀୟ ରାଜପଥ ପର୍ଶଳା ଛକ ଠାରେ
ଏକ ଧାନ ବୋଝଇ ଅଟୋ କୁ ପଛପଟୁ ଧକ୍କା ଦେଲା ଟ୍ରକ ଫଳରେ ଅଟୋଟି
ଓଲଟି ପଡିଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ସୂଚନାମିଳିଛି।ତେବେ ସ୍ଥାନୀୟ ଲୋକେ ଡ୍ରାଇଭର କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା କୁ ପଠାଇ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି।
Baripada Town, Mayurbhanj | Jun 23, 2026