Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
mayurbhanjlocalnews
#ଥାନା_ଆଗରେ_ଯୁବକଙ୍କ_ଆତ୍ମହତ୍ୟା #ପୋଲିସର ଅବହେଳା ପାଇଁ ଚାଲିଗଲା ଯୁବକର ଜୀବନ
Baripada Town, Mayurbhanj
| Jun 22, 2026
#ଥାନା_ଆଗରେ_ଯୁବକଙ୍କ_ଆତ୍ମହତ୍ୟା
#ପୋଲିସର
MORE NEWS
#ଅତ୍ୟନ୍ତ_ଦୁଃଖ_ଓ_କଷ୍ଟଦାୟକ_ସେ_ମୁହୂର୍ତ୍ତ........
Baripada Town, Mayurbhanj | Jun 21, 2026
#ବିଜେଡିର ଜୋରଦାର ପ୍ରତିବାଦ.... #ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଲଢ଼ିବି.... #MAYURBHANJ#BJD#
Baripada Town, Mayurbhanj | Jun 20, 2026
#ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ... #କିଛି ନ ବୁଝି ଗୋଟେ ଝିଅ କୁ ଅମାନୁଷିକ ଭାବେ ଆକ୍ରମଣ କଲେ ଲୋକେ....
Baripada Town, Mayurbhanj | Jun 20, 2026
#ପିଲା ଚୋର ସନ୍ଧେହ ରେ ଫେଲୋଶିପ୍ ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ# ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ପିଲା ଚୋର ସନ୍ଦେହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା। ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀ ଓ ତାଙ୍କ ସହଯୋଗୀ ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ। ପିଲା ଚୋର ଅଭିଯୋଗରେ ସେମାନଙ୍କୁ ଅଟକାଇ ଦୁର୍ବ୍ୟବହାର ଓ ମାଡ଼ମାରି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଘଟଣାସ୍ଥଳ ଓ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ, ଫେଲୋଶିପ୍ର ଅଂଶ ଭାବେ ଗାଁ ଗସ୍ତ ଓ ଏକ୍ସପୋଜର୍ ଭିଜିଟ୍ ସାରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଭିମୁଖେ ସ୍କୁଟିରେ ଫେରୁଥିଲେ ଦୁଇ ଯୁବକ-ଯୁବତୀ। ଅଞ୍ଚଳ ସମ୍ପର୍କରେ ଅପରିଚିତ ଥିବାରୁ ସେମାନେ ଗୁଗୁଲ୍ ମ୍ୟାପ୍ ସହାୟତାରେ ଯାଉଥିବା ବେଳେ କଲ୍ୟାଣସିଂହପୁର ବ୍ଲକ୍ ଇନ୍ତାଲିଗୁଡ଼ା ନିକଟରେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ। ପିଲା ଚୋର ସନ୍ଦେହରେ ସେମାନଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା। ଅଭିଯୋଗ ଅନୁସାରେ ପରିଚୟପତ୍ର ଦେଖାଇବା ପରେ ମଧ୍ୟ ଲୋକମାନେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।ଅଭିଯୋଗକାରୀଙ୍କ କହିବା ଅନୁସାରେ, ପରିସ୍ଥିତି ଅସମ୍ଭାଳ ହେବାରୁ ସେମାନେ ପୋଲିସ ସହାୟତା ନେବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ କିଛି ଲୋକ ସେମାନଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରି କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି। ନିଜେମାନେ କୌଣସି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ନଥିବା ଏବଂ ଫେଲୋଶିପ୍ର କାର୍ଯ୍ୟକ୍ରମ ପାଇଁ ଗସ୍ତରେ ଯାଇଥିବା ଅଭିଯୋଗକାରୀମାନେ ସ୍ପଷ୍ଟ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଘଟଣାକୁ ଗୁରୁତ୍ୱର ସହ ନେଇ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖୋଜଖବର ନେବା ସହ ମେଡିକାଲରେ ପହଞ୍ଚି ବୟାନ ରେକର୍ଡ କରାଯାଇଛି। ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।
Baripada Town, Mayurbhanj | Jun 20, 2026