Public App Logo
କାଳିମେଳା ଥାନା ପୋଲିସ ସୁଧାକୋଣ୍ଡା ଗାଁ ନିକଟରେ ଏକ ଆମ୍ବୁଲାନ୍ସକୁ ଅଟକାଇ ୨୦୦ କେଜି ଗଞ୍ଜେଇ ଜବତ କରିଛି। ଆମ୍ବୁଲାନ୍ସ,ମୋବାଇଲ ଫୋନ୍ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି। #KalimelaPolice #NDPS #GanjaSeized #Malkangiri #BreakingNews - Malkangiri News