ବାରିପଦା ସଦର: ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋ ଉପରେ ମାଡ଼ିଗଲା ଟ୍ରକ୍, 7 ଗୁରୁତର
ବାରିପଦା ପାଲବଣି ନିକଟରେ 18 ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡରେ ଅଟୋକୁ ଟ୍ରକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ 7 ଜଣ ଯାତ୍ରୀ ଗୁରୁତର ଆହତ ହୋଇ ବାରିପଦା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।