ବାରିପଦା ସଦର: ମୟୂରଭଞ୍ଜର ଜମ୍ଭୀରା ଡ୍ୟାମ୍ରେ ହେବ ସୌନ୍ଦର୍ଯ୍ୟକରଣ, ପାର୍କ ଓ ବୋଟିଂ ସୁବିଧା ମିଳିବ
ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀର ଜମ୍ଭୀରା ଡ୍ୟାମ୍ର ବିକାଶ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କରିଛନ୍ତି ସମୀକ୍ଷା। ଏଠାରେ ପାର୍କ ଓ ବୋଟିଂ ସୁବିଧା ସହିତ ପର୍ଯ୍ୟଟନର ବିକାଶ କରାଯିବ।