Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
ଭଦ୍ରକ: ଚାଷ ଜମିରେ ମାଡ଼ିଗଲା ସାଳନ୍ଦୀ ବନ୍ୟାଜଳ ଧାନ ତଳା... - Bhadrak Rural News
citykhabarbhadrak
ଭଦ୍ରକ: ଚାଷ ଜମିରେ ମାଡ଼ିଗଲା ସାଳନ୍ଦୀ ବନ୍ୟାଜଳ ଧାନ ତଳା ନଷ୍ଟ। #ciktykhabarbhadrak
Bhadrak Rural, Bhadrak
| Aug 18, 2026
#ciktykhabarbhadrak
MORE NEWS
ଭଦ୍ରକ: #ବନ୍ୟାଞ୍ଚଳରୁ_ଉଦ୍ଧାର_ବିରାଟ_ଅଜଗର, ବନ୍ୟା ଜଳରୁ ଆସିଥିବା ଅଜଗରକୁ କାନ୍ଧେଇ ବୁଲାଇଲେ ଗାଁ ଲୋକେ । ବନ୍ୟା ଜଳରୁ ଭାସି ଆସିଥିବା ଅଜଗର ଭଣ୍ଡାରିପୋଖରୀ ଥାନା ଅର୍ନ୍ତଗତ ମଢିଆଳି ପଞ୍ଚାୟତ ମହେଶପୁର ଗାଁ ରାସ୍ତାରୁ ଉଦ୍ଧାର ହୋଇଛି । ବୈତରଣୀ ନଦୀର ବନ୍ୟାଜଳରୁ ଆସିଥିବା ସୂଚନା । ଅଜଗର ସାପର ଲମ୍ଭ ୧୦ ଫୁଟରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି। #ciktykhabarbhadrak
Bhadrak Rural, Bhadrak | Aug 18, 2026
🚨 ଏକତରଫା ପ୍ରେମର କରୁଣ ପରିଣତି! 😨 ଅତର୍କିତ ଭାବେ ଘରେ ପଶି ପରିବାରର ୪ ଜଣଙ୍କୁ ଭୁଜାଲିରେ ମରଣାତ୍ମକ ଆକ୍ରମଣ। ସ୍ଥାନୀୟ ଲୋକଙ୍କ ସାହସରେ ଅଭିଯୁକ୍ତ ଯୁବକ କାବୁ, ପରେ ପୋଲିସ ହେପାଜତରେ। ଗୁରୁତର ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର। 📍 ଔପଦା ଥାନା ଅଞ୍ଚଳ, ବାଲେଶ୍ୱର ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ। #OdishaNews #BalasoreNews #BreakingNews #CrimeNews #Aupada #ViralNews #rcnodia #rcnodianews #rcnupdates
Bhadrak Rural, Bhadrak | Aug 18, 2026
🔥 “କୁମ୍ଭୀର ଥିବା ବାଟରେ ବି ଗଲୁ ଲୋକଙ୍କ ପାଖକୁ!” 🐊🌊 ବନ୍ୟା ସ୍ଥିତି ଯାଞ୍ଚ ବେଳର ରୋମାଞ୍ଚକର ଅନୁଭୂତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। “ଆମେ କୁମ୍ଭୀରକୁ ଡରିଲୁନି” — CMଙ୍କ ବଡ଼ ବୟାନ! 🚨 ଆପଣ ଥାନ୍ତେ… କୁମ୍ଭୀର ଥିବା ବାଟରେ ଯାଇଥାନ୍ତେ କି? 😳👇 #Odisha #MohanMajhi #OdishaFlood #FloodSituation #Crocodile #BreakingNews #OdishaNews #RCNOdia #ViralNews #TrendingNews
Bhadrak Rural, Bhadrak | Aug 18, 2026
ଅଲ୍ ଓଡିଶା ଅଙ୍ଗନବାଡି ଲେଡିସ୍ ଆସୋସିଏସନ୍ର ଦୃଢ଼ ଆହ୍ୱାନ ✊🔥 ଦାବି ନ ଶୁଣିଲେ ୫,୦୦୦ ଅଙ୍ଗନବାଡି କର୍ମଚାରୀ ଜନ୍ତର-ମନ୍ତରରେ ବସିବୁ! ଆମ ଅଧିକାର, ଆମ ଦାବି—ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। 💪 #AnganwadiWorkers #Odisha #AnganwadiAndolan #JusticeForAnganwadi #OdishaNews #JantarMantar #rcnodia #rcnodianews #rcnupdates
Bhadrak Rural, Bhadrak | Aug 18, 2026
🚨 ଭଦ୍ରକରେ ଗର୍ଜିଲା ଭାରତୀୟ ମଜଦୁର ସଂଘ! ✊🔥 ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ୧୧ ଦଫା ଦାବି। ଶ୍ରମିକଙ୍କ ଅଧିକାର ଓ ଦାବି ପାଇଁ ତେଜ ହେଲା ଆନ୍ଦୋଳନ। 📢 #ଭଦ୍ରକ #ଭାରତୀୟମଜଦୁରସଂଘ #୧୧ଦଫାଦାବି #ଶ୍ରମିକଙ୍କସ୍ୱର #OdishaNews #BreakingNews #rcnodia #rcnodianews #rcnupdates
Bhadrak Rural, Bhadrak | Aug 18, 2026