🔥 “କୁମ୍ଭୀର ଥିବା ବାଟରେ ବି ଗଲୁ ଲୋକଙ୍କ ପାଖକୁ!” 🐊🌊
ବନ୍ୟା ସ୍ଥିତି ଯାଞ୍ଚ ବେଳର ରୋମାଞ୍ଚକର ଅନୁଭୂତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
“ଆମେ କୁମ୍ଭୀରକୁ ଡରିଲୁନି” — CMଙ୍କ ବଡ଼ ବୟାନ! 🚨
ଆପଣ ଥାନ୍ତେ… କୁମ୍ଭୀର ଥିବା ବାଟରେ ଯାଇଥାନ୍ତେ କି? 😳👇
#Odisha #MohanMajhi #OdishaFlood #FloodSituation #Crocodile #BreakingNews #OdishaNews #RCNOdia #ViralNews #TrendingNews
Bhadrak Rural, Bhadrak | Aug 18, 2026