Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ଘଷିପୁରାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ରେ ଯୋଗଦେଲେ ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି। ପ୍ରତ୍ୟେକ ଗରିବ ଭିନ୍ନକ୍ଷମ ପରିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ପାରୁନଥିବାରୁ ସରକାରଙ୍କ ପକ୍ଷରୁ ସୁବିଧା ନିମନ୍ତେ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି।

Ghasipura, Kendujhar | Aug 12, 2026

MORE NEWS

ଲଗାଣ ବର୍ଷାରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା, ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ବ୍ୟାପକ କ୍ଷୟକ୍ଷତି

Ghasipura, Kendujhar | Aug 18, 2026

ଆନନ୍ଦପୁର ବଜାର ନିକଟ ରିଙ୍ଗ ରୋଡ଼ରେ ପ୍ରଥମ ବନ୍ୟା ରେ ୫୦ ଫୁଟ ର ଘାଇ ହେବା ପରେ ପୌରପରିଷଦର ୪ ନମ୍ବର ଓ ୫ ନମ୍ବର ୱାର୍ଡ ର ଶତାଧିକ ଲୋକେ ପ୍ରଭାବିତ ହୋଇଥିଲେ।ଏନେଇ ରାଜ୍ୟ ରାଜପଥ ୫୩ କୁ ଆନନ୍ଦପୁର ବଡଦାଣ୍ଡ ନିକଟରେ ରାସ୍ତା ଅବରୋଧ କରି ବସିରହିଛନ୍ତି ଶତାଧିକ ଲୋକ।  ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ।

ଘସିପୁରା ବ୍ଲକ ମତ୍ସ୍ଯ ବିଭାଗ ପକ୍ଷରୁ ଅଳତି ପଞ୍ଚାୟତ ଅଧିନ ହରିପୁର ଗ୍ରାମରେ ଏକ ଚାରି ଦିନିଆଁ ମତ୍ସ୍ଯ ଚାଷି ତାଲିମ ଶିବିର ସୋମବାର ଠାରୁ ଆରମ୍ଭ