Public App Logo
ଆନନ୍ଦପୁର ବଜାର ନିକଟ ରିଙ୍ଗ ରୋଡ଼ରେ ପ୍ରଥମ ବନ୍ୟା ରେ ୫୦ ଫୁଟ ର ଘାଇ ହେବା ପରେ ପୌରପରିଷଦର ୪ ନମ୍ବର ଓ ୫ ନମ୍ବର ୱାର୍ଡ ର ଶତାଧିକ ଲୋକେ ପ୍ରଭାବିତ ହୋଇଥିଲେ।ଏନେଇ ରାଜ୍ୟ ରାଜପଥ ୫୩ କୁ ଆନନ୍ଦପୁର ବଡଦାଣ୍ଡ ନିକଟରେ ରାସ୍ତା ଅବରୋଧ କରି ବସିରହିଛନ୍ତି ଶତାଧିକ ଲୋକ। ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ। - Ghasipura News